The Ultimate Managed Hosting Platform
ADVERTISEMENT

ପୁରୀରେ “ବାଣ” ରେଡ

Facebook
Twitter
LinkedIn

ପୁରୀ : ନବକଳେବର ରୋଡରେ ବଡ ଧରଣର ରେଡ । ଏକ ପୂଜା ସାମଗ୍ରୀ ଗୋଦାମରେ ରେଡ । ବିପୁଳ ବାଣ ଜବତ । ବାଣ ପ୍ରସ୍ୁତ ସାମଗ୍ରୀ ଜବତ କଲା ପୋଲିସ । ଅଗ୍ନିଶମ ବିଭାଗ ପକ୍ଷରୁ ପାଣି ସ୍ପ୍ରେ କରି ଜବତ ବାଣ ନଷ୍ଟ କରାଯାଇଛି। ପୂଜା ସାମଗ୍ରୀ ନାଁରେ ଭଡା ଘରେ ବାଣ ଗୋଦାମ ଚାଲିଥିଲା। ଏକ ଗୋଦାମ ଘରେ ଚଢ଼ାଉ କରି ବାଣ ଜବତ କରିଛି ପୋଲିସ। ବିପୁଳ ବିସ୍ଫୋରକ ସାମଗ୍ରୀ ସହ ବାଣ ଜବତ କରାଯାଇଛି। ଅବସରପ୍ରାପ୍ତ ପୋଲିସ ଡିଏସପି ଚକ୍ରଧର ମହାପାତ୍ରଙ୍କ ପୁଅ ସନ୍ତୋଷ ମହାପାତ୍ର ଏହାକୁ ଭଡା ଦେଇଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login