The Ultimate Managed Hosting Platform
ADVERTISEMENT

ପୁରୀରେ ନକଲି ମହାପ୍ରସାଦ

Facebook
Twitter
LinkedIn

ପୁରୀ : ପୁରୀରେ ନକଲି ମହାପ୍ରସାଦ ବିକ୍ରି ଅଭିଯୋଗ । ଲୋକନାଥ ରୋଡ ପାଇକ ସାହିରେ ନକଲି ମହାପ୍ରସାଦ ବିକ୍ରି । ଏକ ପରିତ୍ୟକ୍ତ ସ୍ଥାନରେ ରୋଷେଇ କରାଯାଇ ବିକ୍ରି ଅଭିଯୋଗ । ମହାପ୍ରଭୁଙ୍କ ନୀତିକାନ୍ତି ଚାଲୁଥିବାରୁ ମହାପ୍ରସାଦ ମିଳିବାରେ ବିଳମ୍ବ ହେଉଛି । ଏହାର ସୁଯୋଗ ନେଇ ନକଲି ମହାପ୍ରସାଦ ବିକ୍ରି ହେଉଥିବା ଅଭିଯୋଗ ।
ଅଭିଯୋଗ ଅନୁସାରେ, ବାହାରେ ରୋଷେଇ କରାଯାଇ ମହାପ୍ରସାଦ କହି ବିକ୍ରି ହୋଇଛି । ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟିର ଜଣେ ସଦସ୍ୟ କହିଛନ୍ତି, ଏପରି କରି ମହାପ୍ରଭୁଙ୍କ ଭକ୍ତଙ୍କ ଭାବନା ପ୍ରତି ଖେଳାଯାଇଛି । ସାମାନ୍ୟ ଅର୍ଥ ଲୋଭ ପାଇଁ ଆମର ସଂସ୍କୃତିକୁ ନଷ୍ଟ କରାଯାଇଛି । ଏପରି କାର୍ୟ୍ୟ ଯେପରି ଆଗକୁ ନହୁଏ ସେ ଦିଗରେ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login