The Ultimate Managed Hosting Platform
ADVERTISEMENT

ପୁରୀରେ ଟ୍ରେନ ଲାଇନଚ୍ୟୁତ

Facebook
Twitter
LinkedIn

ପୁରୀ : ପୁରୀ ଷ୍ଟେସନରେ ପାସେଞ୍ଜର ଟ୍ରେନ ଲାଇନଚ୍ୟୁତ । ପୁରୀ-ଗୁଣପୁର ଟ୍ରେନ ଯାତ୍ରୀ ଓହ୍ଲାଇ ପଛକୁ ଫେରୁଥିବା ବେଳେ ଅଘଟଣ । ଟ୍ରେନର ପୁରା ଶେଷରେ ଥିବା ବଗିଟି ଲାଇନଚ୍ୟୁତ ହୋଇଥିବା ସୂଚନା । ଟ୍ରେନରେ କେହି ଯାତ୍ରୀ ନ ଥିବାରୁ ବଡ ଧରଣର ଅଘଟଣ ଟଳିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login