ପୁରୀ : ବଡଦାଣ୍ଡରେ କଂଗ୍ରେସର ବିଶାଳ ସମାବେଶ । ଗୁଣ୍ଡିଚା ମନ୍ଦିର ନିକଟରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ରାଲି । ପୁରୀ ଶରଧାବାଲିରେ କଂଗ୍ରେସ ପକ୍ଷରୁ ବିଶାଳ ରାଲି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ରାଲି । ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲିବା , ରତ୍ନଭଣ୍ଡାର ଖୋଲିବାକୁ ଦାବି । ପୁରୀ ଜିଲ୍ଲା ଚାଷୀଙ୍କୁ ବେଦାନ୍ତ ଅଧିକୃତ ଜମି ଫେରସ୍ତ ପାଇଁ ଦାବି ।
Views: 85