The Ultimate Managed Hosting Platform
ADVERTISEMENT

ପୁରୀରୁ ସୋନପୁରକୁ ଗଡିବ ଟ୍ରେନ

Facebook
Twitter
LinkedIn

ପୁରୀ: ପୁରୀ ଶ୍ରୀକ୍ଷେତ୍ରରୁ ପାତାଳି ଶ୍ରୀକ୍ଷେତ୍ର ସୋନପୁରକୁ ଗଡିବ ଟ୍ରେନ । ଆସନ୍ତାକାଲି ନୂତନ ଟ୍ରେନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ସପ୍ତାହକୁ ଥରେ ଯାତ୍ରା କରିବା ନେଇ ପୂର୍ବତଟ ପକ୍ଷରୁ ସୂଚନା ଜାରି । ପ୍ରତି ଗୁରୁବାର ପୁରୀ ଛାଡିବ, ଶୁକ୍ରବାର ସୋନପୁରରୁ ପୁରୀ ଗଡିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login