ଭୁବନେଶ୍ୱର : ପ୍ରତାପ ଦେବଙ୍କ ମନ୍ତବ୍ୟ ୁପରେ କଡା ଜବାବ ଦେଲେ ସୈାମ୍ୟ । ବିଜେଡି ବିଧାୟକ ସୈାମ୍ୟ ପଟ୍ଟନାୟକଙ୍କ ମୁହଁତୋଡ ଜବାବ । ପ୍ରତାପଙ୍କୁ ଧନ୍ୟବାଦ , ମୋ କଥା କିଛିି ପରିମାଣରେ ତାଙ୍କୁ ଆଘାତ ଦେଉଛି । ପ୍ରତାପ ଦେବ ପରାମର୍ଶ ଦେଇଛନ୍ତି , ତାଙ୍କ କଥା କଣ ବେଦର ଗାର । ମୁଁ ତିନିଟି ଭୂମିକାରେ ଅଛି , ତେଣୁ ଦ୍ୱନ୍ଦ ରହିବା ସ୍ୱାଭାବିକ । ଯାହା ସମ୍ପାଦକୀୟ ଲେଖୁଛି, ତାହା କିଭଳି ଅନୁଶାସନ ବାହାରେ ବୁଝିପାରୁନି । ମୁଁ ବିଜେଡିକୁ ଭଲ ପାଏ , ଦଳର ଦୋଷ ଦୁର୍ବଳତା ସୁଧାରିବା ଦାୟିତ୍ୱ । ମୁଁ ଦଳ କାହିଁକି ଛାଡିବି , ନିଲମ୍ବନ ଅଧିକାର ଅଛି , ସେମାନେ କରିପାରିବେ । ଦଳ ଶକ୍ତିଶାଳୀ ଅଛି ବୋଲି ଆମେ ନାହିରେ ତେଲ ଦେଇ ବସିବା ନାହିଁ ।
ଅନ୍ୟପଟେ ଦଳୀୟ ଫୋରମ କେଉଁଠି ବୋଲି ପଚାରିଲେ ସୈାମ୍ୟ । ଦଳୀୟ ଫୋରମରେ କାହିଁକି କହୁନାହାନ୍ତି ପ୍ରଶ୍ନରେ ଜବାବ । ଦଳୀୟ ଫୋରମ କଣ ତୃତୀୟ ମହଲାରେ ଅଛି କି ପଚାରିଲେ । ଦରମାଭୋଗୀ ସଚିବ ମାନେ ଦଳୀୟ କାମରେ ମୁଣ୍ଡ ପୂରାଇବା ଉଚିତ । ଆମ ଦଳରେ କଣ କେହି ନେତା ନାହାନ୍ତି । ଜଣେ ଦୁଇ ଜଣ ଆଇଏଏସ ଅଫିସର କଣ ଦଳ ସମ୍ଭାଳିବେ । ତାଙ୍କର ଯଦି ଦଳୀୟ କାର୍ଯ୍ୟକ୍ରମ କରିବାକୁ ଇଚ୍ଛା, ଇସ୍ତଫା ଦିଅନ୍ତୁ ।
ପୁରା ଧୋଇଦେଲେ ସୈାମ୍ୟ, ଦଳୀୟ ଫୋରମ କେଉଁଠି ବୋଲି କଲେ ପ୍ରଶ୍ନ

Facebook
Twitter
LinkedIn
Facebook
Twitter
LinkedIn
Recent News
ବାରମ୍ବାର ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ରଦ୍ଦ ହେବ ରେଜିଷ୍ଟ୍ରେସନ ଓ ଲାଇସେନ୍ସ
ଭୁବନେଶ୍ୱର : ଟ୍ରାଫିକ ନିୟମ ଉଲଂଘନ କରୁଥିଲେ ସାବଧାନ । ବାତିଲ ହେବ ଗାଡି ରେଜିଷ୍ଟ୍ରେସନ ଲାଇସେନ୍ସ । ବ୍ଲାକ୍ ଲିଷ୍ଟ ହୋଇପାରେ ଆପଣଙ୍କ ଗାଡ଼ି ।...
ଗୁଜୁରାଟରେ ସବୁ ମନ୍ତ୍ରୀଙ୍କ ଇସ୍ତଫା
ଗୁଜୁରାଟ : ଗୁଜୁରାଟରେ ମୁଖ୍ୟମନ୍ତ୍ରୀଙ୍କୁ ଛାଡି ସବୁ ମନ୍ତ୍ରୀଙ୍କ ଇସ୍ତଫା । ସମସ୍ତ ମନ୍ତ୍ରୀଙ୍କ ଇସ୍ତଫା ଗ୍ରହଣ କଲେ ରାଜ୍ୟପାଳ । ଆଜି ରାତିରେ ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ...
୧୭୦ ନକ୍ସଲଙ୍କ ଆତ୍ମସମର୍ପଣ
ଛତିଶଗଡ : ଛତିଶଗଡରେ ୧୭୦ ନକ୍ସଲଙ୍କ ଆତ୍ମସମର୍ପଣ । ଏକ୍ସରେ ସୂଚନା ଦେଲେ ଗୃହ ମନ୍ତ୍ରୀ ଅମିତ ଶାହା । ନକ୍ସଲବାଦ ବିରୋଧରେ ବଡ ସଫଳତା କହିଲେ...
ସ୍କର୍ପିଓ-ଟ୍ରେଲର ମୁହାଁମୁହିଁ ଧକ୍କା ; ୪ ଜଣଙ୍କର ଚାଲିଗଲା ଜୀବନ
ରାଜସ୍ଥାନ : ରାଜସ୍ଥାନର ବାଲୋତ୍ରାର ସିନ୍ଦାରି ଥାନା ସୀମା ଅନ୍ତର୍ଗତ ସଦା ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଛି ।...