The Ultimate Managed Hosting Platform
ADVERTISEMENT

ପୁଣି ହେବ ପ୍ରବଳ ଶୀତ, ୧୮ଟି ଜିଲ୍ଲାରେ ଘନ କୁହୁଡି ଅନୁଭୂତ

Facebook
Twitter
LinkedIn

ଭୁବନେଶ୍ୱର : ପୁଣି ହେବ ପ୍ରବଳ ଶୀତ । ଆଜି ଓ ଆସନ୍ତାକାଲି ପାଇଁ ୧୮ଟି ଜିଲ୍ଲାରେ ଘନ କୁହୁଡି ସାଙ୍ଗକୁ ଶୀତ ଅନୁଭୂତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା । ତେବେ ସତର୍କ ସୂଚନା ଜାରି ରଖିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ୧୮ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଏସ୍‌ପି । ରାଜ୍ୟର କିଛି ସ୍ଥାନରେ ମଧ୍ୟ ସ୍ୱାଭାବିକ ଠାରୁ ୩ ରୁ ୫ ଡିଗ୍ରୀ ସେଲ୍‌ସିୟସ ପର୍ଯ୍ୟନ୍ତ ତାପମାତ୍ରା ଅଧିକ ରହୁଥିବାବେଳେ ଧୀରେ ଧୀରେ ତାପମାତ୍ରା ମଧ୍ୟ କମିବ ବୋଲି ସୂଚନା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login