The Ultimate Managed Hosting Platform
ADVERTISEMENT

ପୁଣି ରେଲୱେ ଟ୍ରାକରେ IED ବିସ୍ଫୋରଣ

Facebook
Twitter
LinkedIn

କୋଇଡା : ଓଡିଶା ଝାଡଖଣ୍ଡ ସୀମାରେ ପୁଣି ଆଇଇଡି ବିସ୍ଫୋରଣ । ଝାଡଖଣ୍ଡ କରମପଦା ରେଲୱେ ଷ୍ଟେସନ ନିକଟରେ ବିସ୍ଫୋରଣ । ଓଡିଶାର କେ , ବଲାଙ୍ଗ ଥାନା ରେଞ୍ଜଡା ରେଲୱେ ଟ୍ରାକରେ ବିସ୍ଫୋରଣ । କେହି ମୃତାହତ ହୋଇନଥିବା ସୂଚନା ରହିଛି। କାଲି ବିମଳାଗଡ଼ ସେକ୍ସନ ଧାରଣା ଉଡାଇଥିଲେ ମାଓବାଦୀ । ଜଣେ ରେଳ କର୍ମଚାରୀଙ୍କ ମୃତ୍ୟୁ ଘଟିଥିଲା । ଘଟଣାସ୍ଥଳରେ ମୋମା ନିଷ୍କ୍ରିୟକାରୀ ସ୍କ୍ୱାଡ୍ , ଡିଭିଏଫ୍, ସିଆରପିଏଫ ଯବାନ, ଆରପିଏଫ୍ ଯବାନଙ୍କ ପକ୍ଷରୁ ଅପରେସନ ଜୋରଦାର୍ କରାଯାଇଛି । ଏହି ଟ୍ରାକ୍ ଗୁଡ଼ିକରେ ରେଳ ଚଳାଚଳ ବନ୍ଦ ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login