The Ultimate Managed Hosting Platform
ADVERTISEMENT

ପୁଣି ରାଜଧାନୀରେ ଜମିବ ପଥୋତ୍ସବ

Facebook
Twitter
LinkedIn

ଭୁବନେଶ୍ୱର : ପୁଣି ରାଜଧାନୀରେ ଜମିବ ପଥୋତ୍ସବ । ଡିସେମ୍ବର ଶେଷ ସପ୍ତାହରୁ ଆରମ୍ଭ ହେବ ପଥୋତ୍ସବ । ଜାନୁଆରୀ ପ୍ରଥମ ଦୁଇ ସପ୍ତାହ ଯାଏଁ ଆୟୋଜିତ ହେବ । ସକାଳ ୭ ଟାରୁ ୧୦ ଯାଏଁ ଆୟୋଜନ ହେବ ପଥୋତ୍ସବ । ଏ ନେଇ ସୂଚନା ଦେଇଛନ୍ତି ବିଏମସି କମିଶନର ଚଞ୍ଚଳ ରାଣା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login