ନୂଆଦିଲ୍ଲୀ : ୟୁକ୍ରେନ ଉପରେ ପୁଣି ନୂଆ ମିଜାଇଲ ମାଡ କରିଛି ରୁଷ । ନୂଆ ହାଇପରସୋନିକ ବାଲାଷ୍ଟକ ମିଜାଇଲ ମାଡ କଲା ରୁଷିଆ । ନୂଆ ମିଜାଇଲ ଆକ୍ରମଣ ନେଇ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସୂଚନା । ରୁଷ ଆନ୍ତଃମହାଦେଶୀୟ ବାଲିଷ୍ଟିକ ମିଜାଇଲ ମାଡ କରିଛି । ମିଶାଇଲ ବ୍ୟତୀତ କିଞ୍ଜଲ ହାଇପରସୋନିକ ଏବଂ କେଏଚ-୧୦୧ କ୍ରୁଜ ମିସାଇଲରୁ ମଧ୍ୟ ଜୋରଦାର ଆଟାକ କରାଯାଇଛି । ବାୟୁସେନାର ସୂଚନା ମୁତାବକ , ଏହି ଆକ୍ରମଣ ଯୋଗୁଁ ସେମାନଙ୍କ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ବିଲ୍ଡିଂ ଏବଂ ସରଂଚନା ଗୁଡିକ ନଷ୍ଟ ହୋଇଯାଇଛି । ଆକ୍ରମଣରେ ଅଣ ଆଣବିକ ଅସ୍ତ୍ର ବ୍ୟବହାର କରାଯାଇଛି । କ୍ରୁଜ ମିଶାଇଲ ନିକ୍ଷେପ ପାଇଁ ରୁଷ ନିଜର ଦୀର୍ଘ ଦୂରଗାମୀ ବୋମା ବର୍ଷକ ଟିୟୁ-୯୫ଏମଏସ ବ୍ୟବହାର କରିଛି । ଏହି ବୋମା ବର୍ଷକ ଭୋଲଗୋଗ୍ରାଡ ଅଞ୍ଚଳରୁ ଉଡିଥିଲା ।
ତେବେ ଏହାରି ମଧ୍ୟରେ ରୁଷ ଦାବି କରିଛି ଯେ ଏହାର ଏୟାର ଡିଫେନ୍ସ ସିଷ୍ଟମ ଦୁଇଟି ବ୍ରିଟିଶ ଷ୍ଟର୍ମ ଶାଡୋକୁ ଖସାଇଦେଇଛି । ୟୁକ୍ରେନ ଏହି ମିଶାଇଲ ଗୁଡିକ ରୁଷ ଆଡକୁ ନିକ୍ଷେପ କରିଥିଲା । ପ୍ରଥମ ଥର ରୁଷ ବିରୋଧରେ ୟୁକ୍ରେନ ଏହି ମିଶାଇଲ ବ୍ୟବହାର କରିଛି ।
ପୁଣି ମିଜାଇଲ ମାଡ କଲା ରୁଷ
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







