The Ultimate Managed Hosting Platform
ADVERTISEMENT

ପୁଣି ବୁଡିଲା କାଙ୍ଗୁରୁକୋଣ୍ଡା ପୋଲ

Facebook
Twitter
LinkedIn

କାଲିମେଳା : ଲଗାଣ ବର୍ଷାରେ ବୁଡିଲା କାଙ୍ଗୁରୁକୋଣ୍ଡା ପୋଲ । ପୋଲ ଉପରେ ୨ ଫୁଟର ବନ୍ୟାଜଳ ପ୍ରବାହିତ । ୩୨୬ନଂ ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ବନ୍ଦ । ଆନ୍ଧ୍ର , ଛତିଶଗଡ ଓ ତେଲେଙ୍ଗାନାକୁ ଯୋଗାଯୋଗ ବିଚ୍ଛିନ୍ନ । ଉଭୟ ପାଶ୍ୱର୍ରେ ଅଟକି ରହିଛି ଅନେକ ଗାଡି । ସପ୍ତାହକ ଭିତରେ ୨ ଥର ବୁଡିଲା ପୋଲ । ପୂର୍ବରୁ ଥରେ ପୋଲ ବୁଡିବା ଫଳରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ଅଞ୍ଚଳ ବାସୀ । ପୁଣି ଥରେ ପ୍ରବଳ ବନ୍ୟା ଯୋଗୁଁ ବୁଡିଛି ପୋଲ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login