The Ultimate Managed Hosting Platform
ADVERTISEMENT

ପୁଣି ବାଛୁରୀ ମାରି ଖାଇଲା ବାଘ

Facebook
Twitter
LinkedIn

ନୂଆପଡା : ପୁଣି ଗୁହାଳରେ ପଶି ବାଛୁରି ଖାଇଲା କଲରାପତରିଆ । କୋମନା ରେଞ୍ଜ ବେଲରଦନା ଗାଁରେ ବାଛୁରିକୁ ମାରି ଖାଇଲା ବାଘ । ସକାଳେ ଗୁହାଳରେ ବାଛୁରିକୁ ଖାଇଥିବା ଗାଁ ଲୋକେ ଦେଖିଲେ । ଖବର ପାଇ ଗାଁରେ ପହଁଚିଲେ ସ୍ଥାନୀୟ ବନ କର୍ମଚାରୀ ।
ଏହା ପୂର୍ବରୁ ମଧ୍ୟ ବାଘ ବାଛୁରି ଖାଇଥିବାର ସୂଚନା ରହିଛି । ଅନେକାଂଶରେ ବାଘ ଓ ହାତୀ ଜଙ୍ଗଲ ଛାଡି ଜନବସତି ମୁହାଁ ହେଉଛନ୍ତି । ଯାହା ଫଳରେ ଲୋକମାନେ ଭୟଭୀତ ହୋଇ ରହୁଛନ୍ତି । କେତେବେଳେ ହାତୀ ଘର ଦ୍ୱାର ଭାଙ୍ଗି ଲୋକଙ୍କୁ ମାରିଲାଣି ତ ଆଉ କେତେବେଳେ ବାଘ ଗାଁରେ ପଶିଲାଣି । ତେଣୁ ଏ ନେଇ ବନ ବିଭାଗ ପଦକ୍ଷେପ ନେବାକୁ ବାରମ୍ବାର ଦାବି କରାଯାଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login