ରାଜନଗର: ରାଜନଗରରେ ପୁଣି କୁମ୍ଭୀର ଆତଙ୍କ । ଟାଣିନେଲା କୁମ୍ଭୀର। ବ୍ରାହ୍ମଣୀ ନଦୀ କୂଳରେ ମଇଁଷି ଚରାଳିକୁ ଟାଣିନେଇଛି କୁମ୍ଭୀର । ରାଜପୁର ଗାଁର ଭାସ୍କର ରାଉତ ନଦୀ କୂଳରେ ମଇଁଷି ଚରାଉଥିବାବେଳେ ପାଣି ଭିତରକୁ କୁମ୍ଭୀର ଟାଣିନେଇଛି । ୨ ମାସ ମଧ୍ୟରେ ୪ ଜଣଙ୍କୁ ଟାଣି ନେଇଛି କୁମ୍ଭୀର। ଗାଁଲୋକେ ମଇଁଷି ଚରାଳିକୁ ଖୋଜାଖୋଜି କରୁଛନ୍ତି । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଥାନା କେୟାରବାଙ୍କ ଗାଁରେ ଅଘଟଣ । ଗାଁର ନାଗା ମଲ୍ଲିକ, ଯଶୁଆ ମଲ୍ଲିକ, ଓ ଟହଲି ମଲ୍ଲିକ୍ ଗୋବରୀ ନଦୀରୁ ମାଛ ଧରୁଥିବା ବେଳେ ନାଗା ମଲ୍ଲିକଙ୍କୁ ନଦୀ ଭିତରକୁ କୁମ୍ଭୀର ଟାଣି ନେଇଥିଲା ।
Views: 78