The Ultimate Managed Hosting Platform
ADVERTISEMENT

ପୁଣି ଛାତ୍ରୀଙ୍କୁ ଅସଦାଚରଣ ମାମଲାରେ ଶିକ୍ଷକ ଅଟକ

Facebook
Twitter
LinkedIn

ପଟ୍ଟାମୁଣ୍ଡାଇ : ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ । ରାଜନଗର ବ୍ଲକର ଏକ ସ୍କୁଲରେ ଅସଦାଚରଣ ଅଭିଯୋଗ । ଅଭିଯୁକ୍ତ ଶିକ୍ଷକଙ୍କୁ ଉଠାଇ ନେଲା ରାଜନଗର ପୋଲିସ । ୭ ଜଣ ସପ୍ତମ ଶ୍ରେଣୀ ଛାତ୍ରୀ ଶିକ୍ଷକଙ୍କ ନାଁରେ ଅଭିଯୋଗ ଆଣିଥିଲେ ।
ସ୍କୁଲର ୧୫ ଜଣ ପିଲା ବିଜ୍ଞାନ ଶିକ୍ଷକ ଅମର ପ୍ରସାଦ ମଲିକଙ୍କ ନାଁରେ ଆଣିଥିଲେ ଅସଦାଚରଣର ଅଭିଯୋଗ । ସ୍କୁଲର ପିଲାମାନେ ପ୍ରଥମେ ପ୍ରଧାନ ଶିକ୍ଷକଙ୍କୁ ଲିଖିତ ଅଭିଯୋଗ ଦେଇଥିଲେ । ଆଜି ସ୍କୁଲ କମିଟି ଓ ଅଭିଭାବକ ମଧ୍ୟରେ ମିଟିଂ ବସିଥିଲା । ମିଟିଂରୁ କୌଣସି ନିଷ୍କର୍ଷ ବାହାରିପାରିନି । ତେବେ ପ୍ରଧାନ ଶିକ୍ଷକ ଜଣକ ତାଳଚୁଆ ପୁଲିସକୁ ଖବର ଦେଇଥିବା ବେଳେ ତଦନ୍ତ ଜାରି ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login