ଭୁବନେଶ୍ୱର : ଭୁବନେଶ୍ୱର ମହାନଗରରେ ପୁଣି ଚାଲିବ କୁକୁର ବନ୍ଧ୍ୟାକରଣ । ଆସନ୍ତା ୨ରୁ ୩ ଦିନ ମଧ୍ୟରେ ବିଏମସି ପକ୍ଷରୁ ଆରମ୍ଭ କରାଯିବ । ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ସୂଚନା । ମଞ୍ଚେଶ୍ୱର ଅଞ୍ଚଳରେ ଥିବା ଡଗ୍ କେନେଲରେ କରାଯିବ ବନ୍ଧ୍ୟାକରଣ । ହାଇକୋର୍ଟଙ୍କ ରହିତାଦେଶ ପରେ ଜୁଲାଇ ୬ର ୁବନ୍ଦ ଥିଲା ବନ୍ଧ୍ୟାକରଣ ।
Views: 89