The Ultimate Managed Hosting Platform
ADVERTISEMENT

ପୁଣି ଗାଜାରେ ଏୟାରଷ୍ଟ୍ରାଇକ କଲା ଇସ୍ରାଏଲ

Facebook
Twitter
LinkedIn

ନୂଆଦିଲ୍ଲୀ : ଗାଜାରେ ପୁଣି ଏୟାର ଷ୍ଟ୍ରାଇକ କରିଛି ଇସ୍ରାଏଲ । ଯୁଦ୍ଧ ବିରତିର ମଧ୍ୟରେ ହମାସର ଆଡ୍ଡାକୁ ଟାର୍ଗେଟ କରିଛି ଆଇଡିଏଫ । ୩୦୦ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଛି । ପାଲେଷ୍ଟାଇନ୍ ନାଗରିକ ରହୁଥିବା ଶରଣାର୍ଥୀ କ୍ୟାମ୍ପ୍ ଓ ସ୍କୁଲ ଉପରକୁ ଆକ୍ରମଣ କରାଯାଇଥିବା ଗାଜା ସ୍ବାସ୍ଥ୍ୟ ବିଭାଗ ଦାବି କରିଛି। ମୃତକଙ୍କ ମଧ୍ୟରେ ବହୁ ଶିଶୁ ଓ ମହିଳା ଅଛନ୍ତି । ଇସ୍ରାଏଲ ଆମେରିକାର ଯୁଦ୍ଧ ପ୍ରସ୍ତାବକୁ ପ୍ରତ୍ୟାଖାନ କରିଥିଲା । ଯୁଦ୍ଧର ବିରାମ ପରେ ମଧ୍ୟ ଇସ୍ରାଏଲ ଗାଜା ଉପରେ ବଡ ଆକ୍ରମଣ କରିଛି । ଏକ ରିପୋର୍ଟରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ କହିଛନ୍ତି ଯେ, ଯୁଦ୍ଧରେ ବିରାମ ଲଗାଇବାକୁ ନେଇ ଆଲୋଚନା ଅଗ୍ରଗତି ନହେବା କାରଣରୁ ସେ ଆକ୍ରମଣର ନିର୍ଦ୍ଦେଶ ଦେଇଛନ୍ତି । ୧୭ ସପ୍ତାହର ପୁରୁଣା ରଣନୀତି ଆରମ୍ଭ ପାଇଁ ଆକ୍ରମଣ କରିଥିଲେ । ହମାସର ଏକ ଅଧିକାରୀ ତାହିର ନୁନୂ ଇସ୍ରାଏଲ ଆକ୍ରମଣକୁ ସମାଲୋଚନା କରିଛନ୍ତି । ଅର୍ନ୍ତରାଷ୍ଟ୍ରୀୟ ମୋରାଲ ଟେଷ୍ଟ କରାଯାଉଛି । ଅପରାଧୀଙ୍କୁ ପୁଣି ଆସିବାକୁ ଅନୁମତି ଦିଅନ୍ତୁ ନଚେତ୍ ନିର୍ଦ୍ଦୋଷ ଲୋକଙ୍କ ଉପରେ ଆକ୍ରମଣକୁ ବନ୍ଦ କର ବୋଲି କହିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

“ଆମ ଶାସନ” ଶୁଭାରମ୍ଭ , ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...

ADVERTISEMENT
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...

Login