The Ultimate Managed Hosting Platform
ADVERTISEMENT

ପୁଣି ଆଜି ବଳଙ୍ଗା ପୀଡିତାଙ୍କ ୩ୟ ଅସ୍ତ୍ରୋପଚାର !

Facebook
Twitter
LinkedIn

ବଳଙ୍ଗା : ଆଜି ବଳଙ୍ଗା ପୀଡ଼ିତାଙ୍କ ହୋଇପାରେ ୩ୟ ଅସ୍ତ୍ରୋପଚାର । ଦିଲ୍ଲୀ ଏମସରେ ନାବାଳିକା ପୀଡ଼ିତାଙ୍କ ଚିକିତ୍ସା ଜାରି ରହିଛି । ଯଦି ଆଜି ଅସ୍ତ୍ରୋପଚାର ହୁଏ ତେବେ ବୟାନ ରେକର୍ଡ କରିବା ପାଇଁ ଆଉ ଗୋଟିଏ ଦିନ ଅପେକ୍ଷା କରିବାକୁ ପଡ଼ିବ । ପୂର୍ବରୁ କ୍ରାଇମବ୍ରାଞ୍ଚ ଓ ବଳଙ୍ଗା ଥାନାର ମହିଳା ଏଏସଆଇ ବୟାନ ରେକର୍ଡ କରି ଫେରିଥିଲା । ପୀଡ଼ିତାଙ୍କ ପରିବାର ଲୋକଙ୍କ ବୟାନ ରେକର୍ଡ ପାଇଁ ଗତକାଲି ଦିଲ୍ଲୀରେ ପହଞ୍ଚିଥିଲେ ବଳଙ୍ଗା ଥାନା ଅଧିକାରୀ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login