ନୂଆଦିଲ୍ଲୀ : ଦୁଇ ଦିନିଆ ଭାରତ ଗସ୍ତରେ ରୁଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ । ରାଷ୍ଟ୍ରପତି ପୁଟିନଙ୍କୁ ଗୀତା ଉପହାର ଦେଲେ ପ୍ରଧାନମନ୍ତ୍ରୀ ମୋଦି । ଭାରତ-ରୁଷିଆ ମଧ୍ୟରେ ୨୩ ତମ ଦ୍ୱିପାକ୍ଷିକ ସମ୍ମିଳନୀ । ଦୁଇ ଦେଶ ମଧ୍ୟରେ ସ୍ୱାକ୍ଷରିତ ହେବ ପ୍ରମୁଖ ଚୁକ୍ତିନାମା । ପ୍ରତିରକ୍ଷାକୁ ନେଇ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ ହେବ । ସୋସିଆଲ ମିଡିଆରେ ସୂଚନା ଦେଇ ମୋଦି ଲେଖିଛନ୍ତି, ରାଷ୍ଟ୍ରପତି ପୁଟିନଙ୍କୁ ରୁଷିଆ ଭାଷାରେ ଗୀତାର ଏକ କପି ପ୍ରଦାନ କଲି । ଗୀତାର ଶିକ୍ଷା ବିଶ୍ୱର ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଦିଏ ।
ଗୁରୁବାର ସନ୍ଧ୍ୟାରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତାଙ୍କର ଦୁଇ ଦିନିଆ ଭାରତ ଗସ୍ତ ଆରମ୍ଭ କରିଛନ୍ତି । ଚାରି ବର୍ଷରୁ ଅଧିକ ସମୟ ମଧ୍ୟରେ ପୁଟିନଙ୍କ ପ୍ରଥମ ଭାରତ ଗସ୍ତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରୋଟୋକଲ ଭାଙ୍ଗି ବ୍ୟକ୍ତିଗତ ସ୍ୱାଗତ ପାଇଁ ବିମାନ ବନ୍ଦର ଯାଇଥିଲେ । କେବଳ ସେତିକି ନୁହଁ ଉଭୟ ନେତା ଗୋଟିଏ କାରରେ ବସି ଯାତ୍ରା କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ବାସଭବନ ୭ ଲୋକ କଲ୍ୟାଣ ମାର୍ଗରେ ପହଞ୍ଚି ରାତ୍ରୀଭୋଜନ କରିଥିଲେ । ମୋଦି କହିଛନ୍ତି, ମୋର ବନ୍ଧୁ ରାଷ୍ଟ୍ରପତି ପୁଟିନଙ୍କୁ ଦିଲ୍ଲୀରେ ସ୍ବାଗତ କରି ଖୁସି ଅନୁଭବ କରୁଛି। ଭାରତ ଏବଂ ରୁଷର ବନ୍ଧୁତା ବହୁ ପରୀକ୍ଷିତ । ଏଥିରୁ ଆମ ଲୋକଙ୍କୁ ବହୁତ ଲାଭ ମିଳିଛି ।
ପୁଟିନଙ୍କୁ ଗୀତା ଉପହାର ଦେଲେ ମୋଦି
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







