The Ultimate Managed Hosting Platform
ADVERTISEMENT

ପୁଅକୁ ହତ୍ୟା କରିବାରୁ ସାବତ ବାପା ଓ ମାଆକୁ ଆଜୀବନ

Facebook
Twitter
LinkedIn

ବାଲେଶ୍ୱର : ସାବତ ମାଆ ଓ ବାପାକୁ ଆଜୀବନ କାରାଦଣ୍ଡାଦେଶ । ବାପା ଗଣେଶ ଜେନା ମାଆ ପ୍ରତିମା ଜେନାଙ୍କୁ ଆଜୀବନ ଜେଲ । ନାବାଳକ ପୁଅକୁ ହତ୍ୟା ମାମଲାରେ ଆଜୀବନ ଜେଲ ଶୁଣାଇଲେ କୋର୍ଟ । ଆଜୀବନ ସହ ୫ ହଜାର ଟଙ୍କା ଜରିମାନା କଲେ ସ୍ୱତନ୍ତ୍ର ଓପିଆଇଡି । ଅଗଷ୍ଟ ୨୦୨୨ ରେ ସହଦେବଖୁଣ୍ଟା ଥାନା ଅଞ୍ଚଳରେ ପୁଅକୁ ହତ୍ୟା କରିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login