The Ultimate Managed Hosting Platform
ADVERTISEMENT

ପିହୁର ମାଆକୁ ଉଠାଇନେଲା ପୋଲିସ

Facebook
Twitter
LinkedIn

ଢେଙ୍କାନାଳ : ନିଖୋଜ ଶିଶୁ ପିହୁର ମାଆକୁ ଉଠାଇନେଲା ପୋଲିସ । ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ ପାଇଁ ସମ୍ବଲପୁର ଯିବା ବେଳେ ଉଠାଇନେଲା ପୋଲିସ । ଢେଙ୍କାନାଳ ସଦର ଥାନା ଗୋବିନ୍ଦପୁର ଫାଣ୍ଡିରେ ୫ ଘଣ୍ଟା ହେଲା ଅଟକ । କାର ଯୋଗେ ଯିବା ବେଳେ ରାତିରୁ ଉଠାଇ ନେଇ ଅଟକ । ସିବିଆଇ ତଦନ୍ତ ଦାବିରେ ପ୍ରାଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ଚାହୁଁଛି କହିଲେ ପିହୁର ମାଆ । ୪ ବର୍ଷ ହେଲା ନ୍ୟାୟ ମିଳୁନି , ରାଜ୍ୟ ସରକାରଙ୍କ ଉପରେ ଭରଷା ନାହିଁ । କେଁ ପ୍ରଭାବଶାଳୀ ଲୋକଙ୍କ ଚାପରେ ମୋତେ ଅଟକା ଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବିମାନରେ ମଦ ପିଇ କ୍ରୁ ମେମ୍ବରଙ୍କୁ ଗାଳି କଲେ ୨ ଯାତ୍ରୀ

ଏୟାର ଇଣ୍ଡିଆ ବିମାନରେ ପୁଣି ଯାନ୍ତ୍ରିକ ତ୍ରୁଟି, ରନୱେରୁ ଫେରିଗଲା ବିମାନ

ନୂଆଦିଲ୍ଲୀ : ଇନ୍ଦୋରରୁ ଭୁବନେଶ୍ବର ଆସୁଥିବା ଇଣ୍ଡିଗୋ ବିମାନରେ ଯାନ୍ତ୍ରିକ ତ୍ରୁଟି । ରନୱେରୁ ଫେରିଲା ବିମାନ । ବିମାନରେ ଥିଲେ ୧୪୦ ଯାତ୍ରୀ । ବିମାନରେ...

ADVERTISEMENT
ସପାର ୩ ବିଧାୟକ ବିଦା

ସପାର ୩ ବିଧାୟକ ବିଦା

ନୂଆଦିଲ୍ଲୀ : ସମାଜବାଦୀ ପାର୍ଟିର ୩ ବିଧାୟକ ଦଳରୁ ବହିଷ୍କୃତ । ୩ ବିଧାୟକଙ୍କୁ ବିଦା କଲା ସମାଜବାଦୀ ପାର୍ଟି । ଅଭୟ ସିଂହ, ରାଜେଶ ସିଂହ...

Login