The Ultimate Managed Hosting Platform
ADVERTISEMENT

ପିପିଲି ଟୋଲ୍ ପ୍ଲାଜାରେ ଗୁଳିମାଡ

Facebook
Twitter
LinkedIn

ପିପିଲି : ପିପିଲି ଟୋଲ ପ୍ଲାଜାରେ ଦୁର୍ବୁତ୍ତଙ୍କ ଗୁଳିମାଡ । ଟୋଲ କର୍ମଚାରୀଙ୍କ ସହ ବଚସାରୁ ଫାଙ୍କା ଗୁଳିମାଡ । ଟୋଲ କର୍ମଚାରୀଙ୍କୁ ଆକ୍ରମଣ ପରେ ଫାଙ୍କା ଗୁଳିମାଡ । ୨ ରାଉଣ୍ଡ ଫାଙ୍କା ଗୁଳିମାଡ କରି ଦୁର୍ବୁତ୍ତ ମାନେ ଫେରାର । ଦୁର୍ବୁତ୍ତଙ୍କ ଆକ୍ରମଣରେ ଟୋଲ କର୍ମଚାରୀ ଆହତ । ଘଟଣାସ୍ଥଳରୁ ଗୋଟି ଗୁଳି ଜବତ , ପୋଲିସର ତଦନ୍ତ । କାରରେ ଭୁବନଶ୍ୱେରରୁ ପୁରୀ ଯାଉଥିଲେ ୭ ଦୁର୍ବୁତ୍ତ । ପେଟ୍ରୋଲ ପମ୍ପର ଆଇରନ ଚେଷ୍ଟ ଭାଙ୍ଗି ତା ଭିତରୁ ଟଙ୍କା ଲୁଟି ନେଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଦୁର୍ବୃତ୍ତ ମାନେ ସିସିଟିଭିର ହାର୍ଡଡିସ୍କ ନେଇଯାଇଛନ୍ତି । ଘଟଣାସ୍ଥଳରେ ପୋଲିସ ଓ ଫରେନସିକ୍ ଟିମ୍ ପହଞ୍ଚି ଯାଞ୍ଚ କରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ପୁରୀ ଯିବା ରାସ୍ତାରେ ପଇଡ ପିଇଲେ ମୁଖ୍ୟମନ୍ତ୍ରୀ

ପୁରୀ ଯିବା ରାସ୍ତାରେ ପଇଡ ପିଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରୀ ଯିବା ରାସ୍ତାରେ ସତ୍ୟବାଦୀ ନିକଟରେ ପଇଡ ପିଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଇଡ ବିକ୍ରେତା ଶ୍ରୀଧର ମହାପାତ୍ରଙ୍କ ସହ ସୁଖଦୁଃଖ ହୋଇଛନ୍ତି...

Login