ଦଶପଲ୍ଲା : ଶାଳଭଙ୍ଗା ଜଙ୍ଗଲ ରାସ୍ତାରେ ଦୁର୍ଘଟଣା । ଦୁର୍ଘଟଣାରେ ୩ ଛାତ୍ର ମୃତ । ଦଶମ ଶ୍ରେଣୀର ୩ ଛାତ୍ର ମୃତ । ୧୧ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଆମ୍ବୁଲାନ୍ସ ଯୋଗେ ଦଶପଲ୍ଲା ଓ ନୟାଗଡ ସ୍ଥାନାନ୍ତର । ପିକନିକ ଯିବା ବେଳେ ଟ୍ରକ-ବସ ମୁହାଁମୁହିଁ ଧକ୍କା । ଘରୋଇ କୋଚିଂ ସେଣ୍ଟରର ୫୦ ଛାତ୍ରଛାତ୍ରୀ ପିକନିକ ଯାଉଥିଲେ । ଦୁର୍ଘଟଣା ଘଟାଇଥିବା ଟ୍ରକର ଡ୍ରାଇଭର ଓ ହେଲପର ଅଟକ । ଘଟଣାସ୍ଥଳରେ ବାଣିଗୋଚ୍ଛା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ଆହତଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।
Views: 91











