The Ultimate Managed Hosting Platform
ADVERTISEMENT

ପିକଅପ ଓଲଟି ଜଣେ ମୃତ, ୫ ଆହତ

Facebook
Twitter
LinkedIn

ଜଗତସିଂହପୁର : ପିକଅପ ଓଲଟି ଜଣେ ମୃତ । ୫ ଜଣ ଆହତ ହୋଇଛନ୍ତି । ଘୋଡାନାଚ କରିବାକୁ ଯିବା ବେଳେ ପାତ୍ରପଡା ନିକଟରେ ଦୁର୍ଘଟଣା । ନବୀନ ଓଡିଶା କାର୍ଯ୍ୟକ୍ରମରେ ଘୋଡାନାଚ କରିବାକୁ ଯାଉଥିଲେ । ବାଲିକୁଦା ଥାନା ବଗେଇପୁରକୁ କାର୍ଯ୍ୟକ୍ରମ ପାଇଁ ଯାଉଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଅହମଦାବାଦ ରଥଯାତ୍ରାରେ ଅଘଟଣ , ଡିଜେ ବାଜିବାରୁ ବେକାବୁ ହେଲା ଗଜରାଜ

ଅହମଦାବାଦ ରଥଯାତ୍ରାରେ ଅଘଟଣ , ଡିଜେ ବାଜିବାରୁ ବେକାବୁ ହେଲା ଗଜରାଜ

ଅହମଦାବାଦ : ଅହମଦାବାଦ ରଥଯାତ୍ରାରେ ଘଟିଲା ଅଘଟଣ । ଡିଜେ ବାଜିବାରୁ ବେକାବୁ ହେଲା ହାତୀ । ଡିଜେର ପ୍ରଚଣ୍ଡ ଶବ୍ଦରେ ଅନିୟନ୍ତ୍ରିତ ହାତୀଟି ଏପଟ ସେପଟ...

Login