The Ultimate Managed Hosting Platform
ADVERTISEMENT

ପାଲେଷ୍ଟାଇନ ପରେ ଆଜି ବାଂଲାଦେଶୀ ବ୍ୟାଗ ଧରି ସଂସଦରେ ପହଁଚିଲେ ପ୍ରିୟଙ୍କା

Facebook
Twitter
LinkedIn

ନୂଆଦିଲ୍ଲୀ :ଗତକାଲି ସଂସଦକୁ ପାଲେଷ୍ଟାଇନ ବ୍ୟାଗ ଧରି ପହଁଚିଥିଲେ କଂଗ୍ରେସ ନେତ୍ରୀ ତଥା ୱାୟନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ । ଆଉ ଆଜି ବାଂଲାଦେଶୂ ବ୍ୟାଗ ଧରିଥିବାର ନଜର ଆସିଛନ୍ତି । ସେହି ବ୍ୟାଗରେ ଲେଖାଯାଇଛି , ଆମେ ବାଂଲାଦେଶର ହିନ୍ଦୁ ଏବଂ ଖ୍ରୀଷ୍ଟିଆନ ମାନଙ୍କ ସହ ଛିଡା ହୋଇଛୁ । କାନ୍ଧରେ ଥିବା ‘ବାଂଲାଦେଶ’ ବ୍ୟାଗକୁ ନେଇ ପ୍ରିୟଙ୍କା ଗାନ୍ଧୀ ମଙ୍ଗଳବାର ସଂସଦ ପରିସରରେ ବାଂଲାଦେଶରେ ହିନ୍ଦୁ ଏବଂ ଖ୍ରୀଷ୍ଟିଆନଙ୍କ ପ୍ରତି ହୋଇଥିବା ଅତ୍ୟାଚାର ବିରୋଧରେ ସ୍ବର ଉଠାଇଥିବା ଦେଖିବାକୁ ମିଳିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login