The Ultimate Managed Hosting Platform
ADVERTISEMENT

ପାରିବାରିକ ବିବାଦର କରୁଣ ପରିଣତି, ଦାଦାର ଟାଙ୍ଗିଆ ଚୋଟରେ ଝିଆରୀ ମୃତ

Facebook
Twitter
LinkedIn

ଦେବଗଡ : କଳହ ଆଗରେ ସଂପର୍କ ତୁଚ୍ଛ । ସଂପର୍କ ଭୁଲିଗଲା ଦାଦା । ସାମାନ୍ୟ ପାରିବାରିକ ବିବାଦକୁ ନେଇ ନିଜ ଝିଆରୀକୁ ହତ୍ୟା କରିବାକୁ ବି ପଛାଇଲାନି ଦାଦା ।ସୂଚନା ଅନୁଯାୟୀ, ପରି ଅଭାବନୀୟ ଘଟଣା ଘଟିଛ ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅଞ୍ଚଳରେ । ପାରିବାରିକ କଳହକୁ ନେଇ ଝିଆରୀକୁ ଟାଙ୍ଗିଆରେ ହାଣିଦେଲା ଦାଦା । ଘଟଣାସ୍ଥଳରେ ପାଞ୍ଚ ବର୍ଷ ଶିଶୁର ମୃତ୍ୟୁ ହୋଇଛି । ମୃତକ ହେଲେ ସୁଶାନ୍ତ ଭଇଁଷାଙ୍କ ୫ ବର୍ଷ ର ଶିଶୁ କନ୍ୟା ରୋଜାଲିନ ଭଇଁଷା । ଦେବଗଡ ଜିଲ୍ଲା ରିଆମାଳ ଥାନା ଅଞ୍ଚଳରେ ଘଟିଛି ଏହି ଅଘଟଣ । ଘଟଣାସ୍ଥଳରେ ପାଞ୍ଚ ବର୍ଷର ଶିଶୁର ମୃତ୍ୟୁ । ହତ୍ୟାକାଣ୍ଡ ପରେ ଗ୍ରାମବାସୀମାନେ ଦାଦା ନାଗାର୍ଜୁନ ଭଇଁଷାକୁ ଅଟକ ରଖିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟାୟ ପାଇଁ ପୁଣି ଥରେ ଜିଲ୍ଲାପାଳଙ୍କ ନିକଟରେ ଅନୁରୋଧ କଲେ ପିହୁଙ୍କ ମାଆ

ନ୍ୟାୟ ପାଇଁ ପୁଣି ଥରେ ଜିଲ୍ଲାପାଳଙ୍କ ନିକଟରେ ଅନୁରୋଧ କଲେ ପିହୁଙ୍କ ମାଆ

ଭୁବନେଶ୍ୱର : କୁନି ଝିଅ ପିହୁକୁ ଅପହରଣ ହେବାକୁ ବିତିଲାଣି ୫ ବର୍ଷ । ହେଲେ ଏପର୍ଯ୍ୟନ୍ତ ପିହୁର ପତ୍ତା ମିଳୁନି । ଯାଜପୁର ଜିଲ୍ଲା ବିଂଝାରପୁର...

Login