The Ultimate Managed Hosting Platform
ADVERTISEMENT

ପାରାଦୀପ ଆସିଲେ ୨ ଇଣ୍ଟରପ୍ରିଟର, ଖୋଲିବ ଜବତ କୋକେନର ରହସ୍ୟ

Facebook
Twitter
LinkedIn

ପାରାଦୀପ : ଜାହାଜରୁ ୨୨୦ କୋଟି କୋକେନ ଜବତ ଘଟଣା । ଭିଏତନାମାରୁ ୨ ଇଣ୍ଟରପ୍ରିଟରଙ୍କୁ ଆଣିଲା କଷ୍ଟମସ୍ ବିଭାଗ । କ୍ରିଉ ମେମ୍ବରଙ୍କୁ ଜେରାରେ ସହାୟତା ପାଇଁ ଆସିଲେ ଇଣ୍ଟରପ୍ରିଟର । ତଦନ୍ତରେ ସହଯୋଗ ପାଇଁ ପାରାଦୀପରେ ପହଂଚିଛନ୍ତି ଅନୁବାଦକ । ଭାଷାଗତ ସମସ୍ୟା ପାଇଁ ତଦନ୍ତ ଆଗେଇ ପାରୁନଥିବା ବେଳେ ଅନୁବାଦକଙ୍କର ସହଯୋଗ ନିଆଯାଇଛି । ନଭେମ୍ବର ୧ ତାରିଖରେ ପାରାଦୀପ ଇଂଟରନ୍ୟାସନାଲ କାର୍ଗୋ ଟର୍ମିନାଲ ମଧ୍ୟକୁ ଇଣ୍ଡୋନେସିଆରୁ ଆସିଥିବା ଏକ ଭେସେଲରୁ ୨ଶହ ୨୦ କୋଟି ଟଙ୍କାର କୋକେନ୍ ଜବତ କରିଥିଲା କଷ୍ଟମ ବିଭାଗ । ଏହି ଘଟଣାର ତଦନ୍ତ ଏନସିବି କରୁଥିବା ବେଳେ ଭେସେଲର ସମସ୍ତ କ୍ରିୟୁ ସଦସ୍ୟ ଭିଏତନାମର ହୋଇଥିବାରୁ ଭାଷାଗତ ସମସ୍ୟା ତଦନ୍ତରେ ବାଧା ସୃଷ୍ଟି କରିଥିଲା । ତେଣୁ ଅନୁବାଦକଙ୍କର ସହାୟତା ନିଆଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login