The Ultimate Managed Hosting Platform
ADVERTISEMENT

ପାଣି ପାଇଁ ରାସ୍ତାରୋକ

Facebook
Twitter
LinkedIn

ଉଦଳା: ପାଣି ପାଇଁ ରାସ୍ତାରେ ଗରାବାଲଟି ଥୋଇ ରାସ୍ତାରୋକ। କପ୍ତିପଦା ଲାବଣ୍ୟଦେଇପୁର ମହାଲି ସାହି ଲୋକଙ୍କ ରାସ୍ତାରୋକ। ଶରତ-କପ୍ତିପଦା ରାସ୍ତାର ହଦଘୁଟୁ ନିକଟରେ ରାସ୍ତାରୋକ। ଉଭୟପଟେ ଅଟଳି ରହିଛି ଶତାଧିକ ଗାଡିମୋଟର। ଗାଁରେ ପ୍ରାୟ ଏକ ହଜାରରୁ ଉଦ୍ଧ୍ୱର୍ ଲୋକ ବସବାସ କରନ୍ତି। କିନ୍ତୁ ପିଇବା ପାଣି ପାଇଁ ରହିଛି ଗୋଟିଏ ନଳକୂପ। ତାହା ମଧ୍ୟ ଅଧିକାଂଶ ସମୟରେ ଖରାପ ହୋଇଯାଏ। ସମସ୍ୟାର ସମାଧାନ ପାଇଁ ଗାଁ ଲୋକ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କଲେ ମଧ୍ୟ କୈାଣସି ସମାଧାନ ହେଲାନି। ତେଣୁ ରାସ୍ତା ଉପରେ ଗରା, ବାଲଟି ରାସ୍ତା ଅବରୋଧ କରିଛନ୍ତି। ଫଳରେ ବାରିପଦା-ଉଦଳା ମଧ୍ୟରେ ଗମନାଗମନ ଠପ ହୋଇଯାଇଛି। ବାରିପଦା ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଁଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login