ରଣପୁର : ଚାଷ ଜମିକୁ ପାଣି ନ ହେବାରୁ ଜୀବନ ହାରିଦେଲେ ଚାଷୀ । ଧାନବିଲ ନିକଟ ଗଛରୁ ଚାଷୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଚାନ୍ଦପୁର ଥାନା ଓସ୍ତପଡା ଗାଁ ବିଲରୁ ଚାଷୀଙ୍କ ମୃତଦେହ ଉଦ୍ଧାର । ଆତ୍ମହତ୍ୟା କରିଥିବା ଅଭିଯୋଗ କଲେ ମୃତକଙ୍କ ପରିବାର । ଚାଷ ଜମିକୁ ପାଣି ନ ହେବାରୁ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ।
Views: 75