The Ultimate Managed Hosting Platform
ADVERTISEMENT

ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରିବା ଅଭିଯୋଗରେ ଆଉ ଜଣେ ୟୁଟ୍ୟୁବର ଗିରଫ

Facebook
Twitter
LinkedIn

ପଞ୍ଜାବ : ଜ୍ୟୋତି ମାଲହୋତ୍ରା ଲିଙ୍କରେ ଆଉ ଜଣେ ୟୁଟ୍ୟୁବର ଗିରଫ । ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରିବା ଅଭିଯୋଗରେ ପଞ୍ଜାବ ମୋହାଲିରୁ ୟୁଟ୍ୟୁବର ଯଶବୀର ସିଂ ଗିରଫ କରାଯାଇଛି । ଏନେଇ ‘ଢ’ରେ ସୂଚନା ଦେଇଛନ୍ତି ପଞ୍ଜାବ ଡିଜିପି ।
ଯଶବୀର ସିଂ ଜାନ ମହଲ ୟୁଟ୍ୟୁବ ଚ୍ୟାନେଲ ଚଳାଉଥିଲେ । ସ୍ପାଏ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ସହ ତାଙ୍କର ଲିଙ୍କ ଥିଲା । ଯଶବୀର ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିବା ନେଇ ଇଣ୍ଟଲିଜେନସ ସୂଚନା ମିଳିବା ପରେ ପଞ୍ଜାବ ପୋଲିସ ତଦନ୍ତକୁ ଜୋରଦାର କରିଥିଲା ।
ପଞ୍ଜାବ ରୂପନଗରର ମହଲାନରେ ଯଶବୀର ସିଂଙ୍କ ଘର । ସେ ଦିଲ୍ଲୀରେ ପାକିସ୍ତାନ ଦୂତାବାସରେ ପୂର୍ବରୁ କାର୍ୟ୍ୟରତ ଦାନିସର ଆମନ୍ତ୍ରଣ କ୍ରମେ ଯଶବୀର ସିଂ ଦିଲ୍ଲୀ ଯାଇଥିଲେ । ସେଠାରେ କିଛି ପାକିସ୍ତାନୀ ସେନା ଅଧିକାରୀଙ୍କୁ ଭେଟିଥିଲେ ବୋଲି ତଦନ୍ତରୁ ଜଣାପଡିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login