The Ultimate Managed Hosting Platform
ADVERTISEMENT

ପାକିସ୍ତାନରେ ଇଣ୍ଟରନେଟ ବନ୍ଦ ; ଟିଏଲପି ବିକ୍ଷୋଭ ନେଇ ବନ୍ଦ

Facebook
Twitter
LinkedIn

ଇସଲାମବାଦ : ପାକିସ୍ତାନରେ 3G/4G ଇଣ୍ଟରନେଟ ସେବା ବନ୍ଦ । ଇସଲାମବାଦ ଓ ରାୱଲପିଣ୍ଡିରେ ଇଣ୍ଟରନେଟ ବନ୍ଦ । ପାକିସ୍ତାନ ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ନିଷ୍ପତ୍ତି ।ରାଜଧାନୀ ଇସ୍ଲାମାବାଦକୁ ସଂଯୋଗ କରୁଥିବା ବିଭିନ୍ନ ରାସ୍ତା ସିଲ୍ କରାଯାଇଛି । ପୋଲିସ ଓ ଆନ୍ଦୋଳନକାରୀ ମୁହାଁମୁହିଁ, ଅଣାୟତ୍ତ ସ୍ଥିତି ହୋଇପଡିଛି । ଟିଏଲପି ଇସଲାମବାଦରେ ଆମେରିକା ଦୂତାବାସ ବାହାରେ ଇସ୍ରାଏଲ ବିପକ୍ଷରେ ବିରୋଧ ପ୍ରଦର୍ଶନ ପାଇଁ ଘୋଷଣା କରାଯାଇଛି । ଏହାଦେଖି ପାକିସ୍ତାନର ପଞ୍ଜାବ ପ୍ରାନ୍ତର ପୋଲିସର ପ୍ରମୁଖ ସାଦ ହୁସୈନ ରିଜଭୀଙ୍କୁ ଗିରଫ କରିବା ପାଇଁ ଲାହୋର ଟିଏଲପି ମୁଖ୍ୟାଳୟରେ ଛାପା ମାରିଛି । ପଞ୍ଜାବ ପୋଲିସ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପରେ ସହରରେ ହିଂସା ଦେଖିବାକୁ ମିଳିଛି । ଟିଏଲପି ମୁଖ୍ୟାଳୟ ନିକଟରେ ପୋଲିସକର୍ମୀ ନିୟୋଜିତ ରହିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login