The Ultimate Managed Hosting Platform
ADVERTISEMENT

ପାକିସ୍ତାନକୁ ଆକ୍ରମଣ : ଭୟ ଅଧରାତିରେ ପ୍ରେସମିଟ

Facebook
Twitter
LinkedIn

ନୂଆଦିଲ୍ଲୀ : ଭାରତର ବଡ ପ୍ରସ୍ତୁତି । ପାକିସ୍ତାନକୁ ଘାରିଲା ଆକ୍ରମଣ ଭୟ । ଅଧ ରାତିରେ ପାକିସ୍ତାନ ସୂଚନା ମନ୍ତ୍ରୀଙ୍କ ପ୍ରେସମିଟ । ଭାରତ ୨୪ ରୁ ୩୬ ଘଣ୍ଟା ମଧ୍ୟରେ ଆକ୍ରମଣ କରିପାରେ । ପାକିସ୍ତାନ ସୂଚନା ମନ୍ତ୍ରୀ ଆତାଉଲ୍ଲାହ ତରାରଙ୍କ ପ୍ରେସମିଟ । ସୂଚନାନୁଯାୟୀ, ସୂଚନା ମନ୍ତ୍ରୀ ତରାର ଚେତାବନୀ ଦେଇ କହିଛିନ୍ତି ଯେ, ପ୍ରତ୍ୟେକ ଆକ୍ରମଣର ଜବାବ ଦିଆଯିବ । ପାକିସ୍ତାନ ନିଜେ ମଧ୍ୟ ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଛି ବୋଲି କହିଛନ୍ତି । ଦୁନିଆରେ ଏହି ଆକ୍ରମଣକୁ ନେଇ ନିନ୍ଦା କରାଯାଉଛି । ତେଣୁ ପାକିସ୍ତାନ ଏହାର ସତ୍ୟ ସତ୍ୟତା ଜାଣିବା ପାଇଁ ବିଶେଷଜ୍ଞ ଆୟୋଗ ଦ୍ୱାରା ତଦନ୍ତ କରାଯିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ସ୍ଥିତିର ଗମ୍ଭୀରତାକୁ ବୁଝିବା ପାଇଁ ଅନ୍ତରାଷ୍ଟ୍ରୀୟ ସମୁଦାୟଙ୍କୁ ଅନୁରୋଧ କରିଛନ୍ତି । ଏପଟେ ପାକିସ୍ତାନର ରକ୍ଷାମନ୍ତ୍ରୀ ଖ୍ୟାଜା ଆସିଫ କହିଛନ୍ତି ଯେ, ପାକିସ୍ତାନ ହାଇ ଆଲର୍ଟରେ ରହିଛି ଏବଂ ବିପଦ ଆସିଲେ ଅସ୍ତ୍ରର ଉପଯୋଗ କରାଯିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଏସସିବିରେ ମହିଳା ରୋଗୀଙ୍କୁ ଡାକ୍ତରଙ୍କ ଅସଦାଚରଣ ଅଭିଯୋଗ

ଏସସିବିରୁ ସୁସ୍ଥ ହୋଇ ଘରକୁ ଫେରିଲେ ଏଫଏମ କଲେଜ ଛାତ୍ର ଜ୍ୟୋତି ପ୍ରକାଶ

କଟକ : ଡିସଚାର୍ଜ ହେଲେ ଏଫଏମ କଲେଜ ଛାତ୍ର ଜ୍ୟୋତି ପ୍ରକାଶ । ଜୁଲାଇ ୧୨ ତାରିଖରେ ଏଫ୍ଏମ୍ କଲେଜରେ ଛାତ୍ରୀ ଆତ୍ମହୂତି ଦେବା ବେଳେ ଉଦ୍ଧାର...

ଜାନୁଆରୀରୁ ବିକ୍ରି ହୋଇ ପାରିବ ପାର୍ଟ ପ୍ଲଟ ; ସୁରେଶ ପୂଜାରୀ

ବନ୍ୟା : ରିପୋର୍ଟ ଆସିବାର ୨୪ ଘଣ୍ଟା ମଧ୍ୟରେ ମିଳିବ ସହାୟତା

ଭୁବନେଶ୍ୱର : କ୍ଷୟକ୍ଷତି ରିପୋର୍ଟ ଆସିବାର ୨୪ ଘଣ୍ଟାରେ ମିଳିବ ବନ୍ୟା ସହାୟତା । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରତିକ୍ରିୟା ।...

ADVERTISEMENT
ବରପଦା ଇଞ୍ଜିନିୟରିଂ କଲେଜ ଅଧ୍ୟକ୍ଷଙ୍କୁ ମାଡ , ସସପେଣ୍ଡ କରିଥିବାରୁ ଆକ୍ରମଣ ଅଭିଯୋଗ

ବରପଦା ଇଞ୍ଜିନିୟରିଂ କଲେଜ ଅଧ୍ୟକ୍ଷଙ୍କୁ ମାଡ , ସସପେଣ୍ଡ କରିଥିବାରୁ ଆକ୍ରମଣ ଅଭିଯୋଗ

ଭଦ୍ରକ : ବରପଦା ଇଞ୍ଜିନିୟରିଂ କଲେଜର ଡିପ୍ଲୋମା ଅଧ୍ୟକ୍ଷଙ୍କୁ ଆକ୍ରମଣ । ନିଲମ୍ବିତ କର୍ମଚାରୀ ଓ ସହଯୋଗୀଙ୍କ ସଂଘବଦ୍ଧ ଭାବେ ଆକ୍ରମଣ ଅଭିଯୋଗ । ଅଧ୍ୟକ୍ଷ ଗଙ୍ଗାଧର...