The Ultimate Managed Hosting Platform
ADVERTISEMENT

ପାଇଖାନା ଟାଙ୍କିରେ ପଡି ୨ ମୃତ

Facebook
Twitter
LinkedIn

ଭୁବନେଶ୍ୱର : ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୨ ମୃତ । ଶିଶୁପାଳଗଡର ରଘୁନାଥନଗର ଲେନ-୨ରେ ଅଘଟଣ । ଟାଙ୍କି ସଫାକଲା ବେଳେ ୨ ଶ୍ରମିକ ଅଣନିଶ୍ୱାସୀ ହୋଇଯାଇଥିଲେ । ୨ ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲ ନେିଥିଲେ ଅଗ୍ନିଶମ ବାହିନୀ । କ୍ୟାପିଟାଲ ହସ୍ପିଟାଲରେ ୨ ଶ୍ରମିକଙ୍କୁ ମୃତ ଘୋଷଣା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତାଙ୍କୁ ପ୍ରଭାତୀଙ୍କ ଟାର୍ଗେଟ

ମମତାଙ୍କୁ ପ୍ରଭାତୀଙ୍କ ଟାର୍ଗେଟ

ଭୁବନେଶ୍ୱର : ମମତା ବାନାର୍ଜୀଙ୍କୁ କଡା କାଉଣ୍ଟପ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଝିଅମାନେ ରାତିରେ ବାହାରକୁ ଯିବା ଉଚିତ ନୁହେଁ ମମତାଙ୍କ ମନ୍ତବ୍ୟକୁ ସମାଲୋଚନା...

Login