The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ପହଲଗାମ ଆକ୍ରମଣ : ଏନଆଇଏର ବଡ ଖୁଲାସା , ଆକ୍ରମଣରେ ସହଯୋଗ କରିଥିଲେ ୧୦ ସ୍ଥାନୀୟ ବାସୀନ୍ଦା !

Facebook
Twitter
LinkedIn

ନୂଆଦିଲ୍ଲୀ : ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ନେଇ ତଦନ୍ତକାରୀ ସଂସ୍ଥା ଏନଆଇଏ ବଡ଼ ଖୁଲାସା କରିଛି । ହମଲାକାରୀଙ୍କୁ ୧୦ ଜଣ ସ୍ଥାନୀୟ ବାସିନ୍ଦା ସାହାଯ୍ୟ କରିଛନ୍ତି ବୋଲି ଏନଆଇଏ ତଦନ୍ତବେଳେ ଜାଣିବାକୁ ପାଇଛି । ୨୨ ତାରିଖ ହମଲା ଦିନ ଏମାନେ ରିଅଲ ଟାଇମରେ ହମଲାକାରୀଙ୍କ ସହ ଯୋଗାଯୋଗରେ ଥିଲେ । ଏମାନେ ସାଂକେତିକ ଆପ ବ୍ୟବହାର କରି ବାର୍ତ୍ତା ବିନିମୟ କରିଥିବା ଏନଆଇଏ ଜାଣିପାରିଛି । ଏମାନଙ୍କୁ କାଶ୍ମୀର ଓଭରଗ୍ରାଉଣ୍ଡ ୱାର୍କର-ଓଜିଡବ୍ଲ୍ୟୁ ବୋଲି କୁହାଯାଉଛି । ଏହି ୧୦ ଜଣ ସିଧାସଳଖ ଆତଙ୍କବାଦୀଙ୍କ ସହ ଯୋଗଯୋଗରେ ଥିଲେ । ଏମାନଙ୍କ ସହଯୋଗରେ ଆତଙ୍କବାଦୀମାନେ ସମସ୍ତ ତଥ୍ୟ ପାଉଥିଲେ ବୋଲି ସୂଚନା ଦେଇଛି ଏନଆଇଏ । ସୂଚନା ଅନୁଯାୟୀ, ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ମୃତ୍ୟୁ ହୋଇଥିଲା । ଏଥିରେ ଜଣେ ନେପାଳୀ ବାସିନ୍ଦା ଥିଲେ । ୨୩ ତାରିଖରୁ ଏନଆଇଏ ସେଠାରେ ତଦନ୍ତ କରୁଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣାରେ ହେଲପଲାଇନ ନଂ ଜାରି- ୦୧୧-୨୪୬୧୦୮୪୩,୯୬୫୦୩୯୧୮୫୯

ଅହମ୍ମଦାବାଦ : ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ଲେନକ୍ରାସ ପରେ ଆକାଶ ଧୂଆଁମୟ । ଟେକଅଫ ସମୟରେ କ୍ରାସ...

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦ : ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ । ଏକ୍ସରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି । ଏହା ଆମ...

ADVERTISEMENT
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ

ଅହମ୍ମଦାବାଦ : ୨ଟି ବଡ କୋଠାରେ ପିଟି ହୋଇଛି ଦୁର୍ଘଟଣାଗ୍ରସ୍ତ ବିମାନ । ଅହମ୍ମଦାବାଦ ମେଘାନୀ ନଗରରେ ୨ଟି ବିଲ୍ଡିଂରେ ପିଟି ହେଲା । ପ୍ରଥମେ ଜୁନିୟର...

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା

ଅହମ୍ମଦାବାଦ : ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା । ୧୧୦ ଯାତ୍ରୀଙ୍କ ମୃତ୍ୟୁ ନେଇ ଜାତୀୟ ଗଣମାଧ୍ୟମର ସୂଚନା । ବିମାନଟି...

Login