ନୂଆଦିଲ୍ଲୀ : ପହଲଗାମ ଆକ୍ରମଣକୁ ୟୁରୋପୀୟ ସଂଘର କଡା ନିନ୍ଦା । ୟୁରୋପୀୟ ସଂଘର ୨୭ଟି ରାଷ୍ଟ୍ର କଡା ଭାଷାରେ ନିନ୍ଦା କଲେ । ନାଗରିକଙ୍କୁ ସୁରକ୍ଷା ଦେବା ସବୁ ରାଷ୍ଟ୍ରର କର୍ତ୍ତବ୍ୟ । ଭାରତ-ପାକିସ୍ତାନ ଉତ୍ତେଜନାକୁ ଚିନ୍ତା ପ୍ରକଟ କଲା ଇୟୁ । ୨ ରାଷ୍ଟ୍ରକୁ ସାଧାରଣ ନାଗରିକଙ୍କ ସୁରକ୍ଷା ପାଇଁ କହିଲା । ଆଲୋଚନା ମାଧ୍ୟମରେ ଉତ୍ତେଜନା ହ୍ରାସ ପାଇଁ ଉତ୍ତେଜନା ।
ଅନ୍ୟପଟେ ଅପରେସନ ସିନ୍ଦୂରକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ପ୍ରଂଶସା । ପାକିସ୍ତାନ ଭିତରେ ୯ ଆତଙ୍କୀ ଠିକଣାକୁ ନଷ୍ଟ କରାଯାଇଛି । ଲକ୍ଷ୍ୟଭେଦ ଏତେ ସଠିକ ଯାହାକି କଳ୍ପନା ବାହାରେ । ଉନ୍ନତମାନର ଯୁଦ୍ଧାସ୍ତ୍ର ପାଇଁ ଲକ୍ଷ୍ୟଭେଦ ସଫଳ । ଆକ୍ରମଣରେ ବହୁମାତ୍ରା ଆତଙ୍କବାଦୀ ମରିଛନ୍ତି । ଆକ୍ରମଣରେ କୈାଣସି ବି ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇନି । ଆମ ସାର୍ବଭୈାମତ୍ୱ କେହି ଚ୍ୟାଲେଞ୍ଜ କରିପାରିବେନି । କେହି ଦୁଃସାହାସ କଲେ ଦଶା ଭୋଗିବାକୁ ପ୍ରସ୍ତୁତ ରୁହ । ସେନାକୁ ହୃଦୟରୁ ଅଭିନନ୍ଦନ ଜଣାଇଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଶତ୍ରୁଙ୍କ ବିରୋଧରେ ସୌର୍ୟ୍ୟ ଦେଖାଇଲେ ଭାରତୀୟ ସେନା । କହିଲେ, ଭାରତୀୟ ସେନାର ବିଜୟ ହୋଇଛି । ବହୁ ସଂଖ୍ୟାରେ ଆତଙ୍କବାଦୀ ନିପାତ ହୋଇଛନ୍ତି । ସଠିକ୍ ଭାବରେ ଅପରେସନ୍ ସିନ୍ଦୂର ଚାଲିଛି । ଆତଙ୍କବାଦୀଙ୍କ ବିରୋଧରେ ଅପରେସନ ସିନ୍ଦୂର ଜାରି ରହିଛି । ଜୟ ହିନ୍ଦ ଜୟ ହିନ୍ଦ୍ ।
ପହଲଗାମ ଆକ୍ରମଣକୁ ୟୁରୋପୀୟ ସଂଘର କଡା ନିନ୍ଦା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











