The Ultimate Managed Hosting Platform
ADVERTISEMENT

ପଶ୍ଚିମ ଦ୍ୱାର ପଟେ ଟଙ୍କା ନେଇ ଛାଡୁଥିଲେ , ହେଲେ ସସପେଣ୍ଡ

Facebook
Twitter
LinkedIn

ପୁରୀ : ଟଙ୍କା ନେଇ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାରରେ ଛାଡିବା ଘଟଣା । ଟଙ୍କା ନେଇ ଛାଡୁଥିବା ପୋଲିସ କନଷ୍ଟେବଳଙ୍କୁ ସସପେଣ୍ଡ । ଓଏସପି ଥାର୍ଡ ବାଟାଲିୟନ କନଷ୍ଟେବଳ ଶୁଭାଶିଷ ଦାସ ସସପେଣ୍ଡ । ଘଟଣାର ତଦନ୍ତ ପାଇଁ ଏଏସପିଙ୍କୁ ଦାୟିତ୍ୱ ଦିଆଯାଇଥିବା ସୂଚନା । ପୋଲିସ କନଷ୍ଟେବଳ ଜଣଙ୍କ ଶ୍ରଦ୍ଧାଳୁଙ୍କୁ ପଶ୍ଚିମ ଦ୍ୱାରରେ ଛାଡିଥିଲେ । ଟଙ୍କା ନେଇ ଛାଡିବାର ଭିଡିଓ କ୍ୟାମେରାରେ କଏଦ ହୋଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login