The Ultimate Managed Hosting Platform
ADVERTISEMENT

ପଶ୍ଚିମ ତତଲା , ଉପକୂଳ ଥଣ୍ଡା

Facebook
Twitter
LinkedIn

ଭୁବନେଶ୍ୱର : କାଳବୈଶାଖୀ ବର୍ଷା ଓ କୋହଲା ପାଗ ଯୋଗୁଁ ଉପକୂଳ ଥଣ୍ଡା । ଦିନ ୧୧ଟା ସୁଦ୍ଧା ଭୁବନେଶ୍ୱର ତାପମାତ୍ରା ମାତ୍ର ୩୩.୪ । ଗତକାଲିଠାରୁ ପ୍ରାୟ ୧୦ ଡିଗ୍ରୀ କମିଗଲା ଭୁବନେଶ୍ୱର ତାପମାତ୍ରା । ପଶ୍ଚିମରେ ତାତି ସାମାନ୍ୟ କମିଥିଲେ ବି ଲାଗି ରହିଛି ଗ୍ରୀଷ୍ମ ପ୍ରବାହ । ସାଢେ ୧୧ଟା ସୁଦ୍ଧା ଝାରସୁଗୁଡା ସର୍ବାଧିକ ଉତ୍ତପ୍ତ ହୋଇଛି । ଝାରସୁଗୁଡାରେ ତାପମାତ୍ରା ୪୦.୪ ଡିଗ୍ରୀ ରେକର୍ଡ । ହୀରାକୁଦ ୪୦.୨, ସମ୍ବଲପୁର ୩୯.୪ , କେନ୍ଦୁଝର ୩୭.୬ ଡିଗ୍ରୀ ରେକର୍ଡ ହୋଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

Login