The Ultimate Managed Hosting Platform
ADVERTISEMENT

ପର୍ଯ୍ୟଟକ ବସ ଓଲଟିଲା ; ୨୫ ଆହତ

Facebook
Twitter
LinkedIn

ବାଲିଗୁଡା : ପର୍ଯ୍ୟଟକ ବସ ଓଲଟି ୨୫ରୁ ଉଦ୍ଧ୍ୱର୍ ଆହତ । ବ୍ରାହ୍ମଣୀ ଗାଁ ମହାଗୁଡ ନିକଟ ବୁଲାଣି ରାସ୍ତାରେ ଦୁର୍ଘଟଣା । ଗୁରୁତର ବ୍ରହ୍ମପୁର ସ୍ଥାନାନ୍ତର , ଅନ୍ୟମାନେ ବ୍ରାହ୍ମଣୀ ଗାଁ ହସ୍ପିଟାଲରେ ଭର୍ତ୍ତି । ପଶ୍ଚିମବଙ୍ଗରୁ ଦାରିଙ୍ଗବାଡି ବୁଲିବାକୁ ଆସିଥିଲେ ପର୍ଯ୍ୟଟକ । ଦାରିଙ୍ଗବାଡିରୁ ଗୋପାଳପୁର ଅଭିମୁଖେ ଯିବାବେଳେ ଦୁର୍ଘଟଣା । ଦାରିଙ୍ଗବାଡିରୁ ଗଜପତି ଯିବା ସମୟରେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login