ପାରାଦୀପ : ପାରାଦୀପ ବଡପଡିଆ ପରିବା ମାର୍କେଟରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଜଳିଗଲା ୭ଟି ପରିବା ଦୋକାନ । ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି । ନିଆଁକୁ ଆୟତ୍ତ କଲେ ଦୁଇଟି ଅଗ୍ନିଶମ ଟିମ୍ । ବିଳମ୍ବିତ ରାତିରେ ଲାଗିଲା ନିଆଁ । ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ।
Views: 33











