ଟିଟିଲାଗଡ: ପରିତ୍ୟକ୍ତ ଘର ଭିତରେ ଯୁବକଙ୍କ ମୃତଦେହ । ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଭଙ୍ଗା ଘରେ ପଡିଛି ମୃତଦେହ । ଯୁବକଙ୍କ ପରିଚୟ ମିଳି ନ ଥିବା ବେଳେ ମୃତ୍ୟୁର କାରଣ ଜଣାପଡିନି । ତେବେ କିଏ ଓ କାହିଁକି ହତ୍ୟା କଲା କିମ୍ବା ଯବକଙ୍କ ମୃତ୍ୟୁ କିପରି ହେଲା ସେ ନେଇ ଛାନଭିନ କରୁଛି ପୋଲିସ ।
Views: 92











