The Ultimate Managed Hosting Platform
ADVERTISEMENT

ପରିତ୍ୟକ୍ତ କୂଅରୁ ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର

Facebook
Twitter
LinkedIn

ସୁବର୍ଣ୍ଣପୁର : ନିଖୋଜ ମହିଳାଙ୍କ ମୃତଦେହ ପରିତ୍ୟକ୍ତ କୂଅରୁ ଉଦ୍ଧାର । ଗଳାକାଟି ହତ୍ୟା କରାଯାଇଥିବା ନେଇ ସନେ୍ଦହ କରାଯାଉଛି । ବୀରମହାରାଜପୁର ଥାନା ହିଳୁଙ୍ଗ ଗାଁରେ ଘଟିଛି ଅଘଟଣ । ମୃତକ ହେଲେ ହିଲୁଙ୍ଗ ଗାଁର ଶୋଭା ଭୋଇ । ସେ ଗତ ସନ୍ଧ୍ୟାରୁ ନିଖୋଜ ଥିଲେ । ପରିବାର ଲୋକେ ତାଙ୍କୁଖୋଜାଖୋଜି କରିଥିଲେ ବି କୈାଣସି ସୂଚନା ମିଳିପାରି ନଥିଲା । ଗାଁ ମୁଣ୍ଡରେ ଥିବା ଏକ ଅବ୍ୟବହୃତ କୂଅରେ ତାଙ୍କ ମୃତଦେହ ଭାସୁଥିବାର ଲୋକ ଦେଖିଥିଲେ । ଏ ନେଇ ପୋଲିସକୁ ଖବର ଦେଇଥିଲେ ଲୋକେ । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଁଚି ମୃତଦେହ ଉଦ୍ଧାର କରି ଚିହ୍ନଟ କରିଥିଲେ । ପୋଲିସ ଏ ନେଇ ଅଧିକ ତଦନ୍ତ ଚଳାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login