The Ultimate Managed Hosting Platform
ADVERTISEMENT

‘ପରିକ୍ରମା ପ୍ରକଳ୍ପ ରଥରେ ନିର୍ବାଚନୀ ପ୍ରଚାର’: ପୃଥ୍ୱୀରାଜ

Facebook
Twitter
LinkedIn

ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରଚାରକୁ ନେଇ ବିଜେପିର ଟାର୍ଗେଟ । ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ପୃଥ୍ୱୀରାଜ ହରିଚନ୍ଦନ । ପରିକ୍ରମା ପ୍ରକଳ୍ପ ରଥରେ ଶାସକ ଦଳ ନିର୍ବାଚନୀ ପ୍ରଚାର କମୁଛି । ଦକ୍ଷିଣ ଭାରତୀୟ ସଂସ୍କୃତିକୁ ଏଠି ଲଦି ଦିଆଯାଇଛି । ରତ୍ନ ଭଣ୍ଡାର ଚୋରି, ବ୍ରହ୍ମ ବିଭ୍ରାଟ କାଳି ସରକାରଙ୍କ ମୁହଁରେ ଲାଗିଛି । ନବୀନ ପ୍ରଥମ ମୁଖ୍ୟମନ୍ତ୍ରୀ ଯିଏ କି ଜଗନ୍ନାଥଙ୍କୁ ନେଇ ରାଜନୀତି କରୁଛନ୍ତି । ନିର୍ବାଚନ ପାଇଁ ଏ ଚକ୍ରାନ୍ତ କରୁଛନ୍ତି , ଲୋକେ ଜବାବ ଦେବେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଦୀପାବଳି ପାଇଁ କଟକଣା ; ସନ୍ଧ୍ୟା ୭ଟାରୁ ୯ଟାଯାଏଁ ଫୁଟାଇବେ ବାଣ

ଦୀପାବଳି ପାଇଁ କଟକଣା ; ସନ୍ଧ୍ୟା ୭ଟାରୁ ୯ଟାଯାଏଁ ଫୁଟାଇବେ ବାଣ

ଭୁବନେଶ୍ୱର : ଚଳିତବର୍ଷ ଅକ୍ଟୋବର ୨୦ ତାରିଖରେ ସାରା ଦେଶ ପାଳନ କରିବ ଦୀପାବଳି । ତେବେ ପ୍ରତିଥର ବାଣକୁ ନେଇ ଗାଇଡଲାଇନ୍ ଆସୁଥିବା ବେଳେ ଚଳିତବର୍ଷ...

ADVERTISEMENT

Login