The Ultimate Managed Hosting Platform
ADVERTISEMENT

ପରଲୋକରେ ରାକେଶ ଝୁନ୍‌ଝୁନ୍‌ୱାଲା

Facebook
Twitter
LinkedIn

ଦେଶର ସବୁଠାରୁ ଧନୀ ବ୍ୟକ୍ତି ରାକେଶ ଝୁନ୍‌ଝୁନ୍‌ୱାଲାଙ୍କ ୬୨ ବର୍ଷରେ ରବିବାର ଦିନ ପରଲୋକ ଘଟିଛି । ଦୀର୍ଘଦିନ ଧରି ସେ ଅନେକ ରୋଗରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲା ବେଳେ କିଛି ସପ୍ତାହ ପୂର୍ବରୁ ବ୍ରିଚ୍‌କ୍ୟାଣ୍ଡି ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ ।

ଦଲାଲ୍ ଷ୍ଟ୍ରିଚ୍‌ର ‘ବିଗ୍ ବୁଲ’ ନାମରେ ପରିଚିତ ବିଶିଷ୍ଟ ଉଦ୍ୟୋଗୀ ତଥା ନିବେଶକ ରାକେଶ ଝୁନ୍‌ଝୁନ୍‌ୱାଲା ଥିଲେ ଉଭୟ ବ୍ୟବସାୟୀ ଏବଂ ଚାଟାର୍ଡ ଆକାଉଣ୍ଟାଣ୍ଟ । ହଙ୍ଗାମା ମିଡିଆ ଓ ଆପ୍‌ଟେକ୍‌ର ଅଧ୍ୟକ୍ଷ ହେବା ସହ ଭାଇସରୟ ହୋଟେଲ୍ସ, କନକୋର୍ଡ୍ ବାୟୋଟେକ୍‌, ପ୍ରୋଭୋଗ୍ ଇଣ୍ଡିଆ ଏବଂ ଜିଓଜିତ୍ ଫାଇନାନ୍ସିଆଲ ସର୍ଭିସେସ୍‌ର ନିର୍ଦ୍ଦେଶକ ଥିଲେ ଝୁନ୍‌ଝୁନ୍‌ୱାଲା । ନିକଟରେ ସେ ଆକଶ ଏୟାରଲାଇନ୍ସର ଲଂଚ କରିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ସିପିଙ୍କ କଡା ଚେତାବନୀ ; ଆବଶ୍ୟକ ହେଲେ ରୁଜୁ ହେବ ଦେଶଦ୍ରୋହ ମାମଲା

ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ସିପିଙ୍କ କଡା ଚେତାବନୀ ; ଆବଶ୍ୟକ ହେଲେ ରୁଜୁ ହେବ ଦେଶଦ୍ରୋହ ମାମଲା

କଟକ : ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ସିପିଙ୍କ କଡା ଚେତାବନୀ । ଆବଶ୍ୟକ ହେଲେ ଦେଶଦ୍ରୋହ ମାମଲା ରୁଜୁ କରାଯିବ କହିଲେ ପୋଲିସ...

Login