The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ପରଦାରେ ପୁଣି ଦେଖିବାକୁ ମିଳିବ କ୍ୟାଟ-ସଲ୍ଲୁଙ୍କ ଦମଦାର ଆକ୍ସନ, ଦର୍ଶକେ ଦେଖିବେ ଭାଇଜାନ୍‌ଙ୍କ ଯାଦୁ: ଆସିଲା ଟିଜର

Facebook
Twitter
LinkedIn

ମୁମ୍ୱାଇ : ପୁଣି ବଲିଉଡ୍‌ର ବଡ ପରଦାରେ ଜମିବ ସଲମାନ ଓ କ୍ୟାଟ୍‌ଙ୍କ ଅନସ୍କ୍ରିନ୍ ରୋମାନ୍ସ । କେବଳ ରୋମନାସ୍ ନୁହେଁ ଦମଦାର ଆକ୍ସନ ଦେଖିବେ ଦର୍ଶକ । ଏକଥା ଟାଇଗର, ଟାଇଗର ଜିନ୍ଦା ହେ, ପରେ କମାଲ କରିବ ଟାଇଗର-୩ । ଦୀର୍ଘ ୫ ବର୍ଷ ପରେ ପରଦାରେ ଧମାଲ କରିବାକୁ ଫୁଲ ଦମରେ ଆସୁଛି ଟାଇଗର-୩ ।


ଫିଲ୍ମରେ ଲିଡରେ ଅଛନ୍ତି ପୂର୍ବଭଳି ସଲମାଲ ଖାନ, କ୍ୟାଟ୍ରିନା କୈଫ । ତେବେ ଏଥିର ଏହି ଫିଲ୍ମରେ ଏଣ୍ଟ୍ରି କରିଛନ୍ତି କିସିଂ ବୟ ଇମ୍ରାନ ହାଜମୀ । ତେବେ ବହୁଦିନ ପରେ ଇମ୍ରାନଙ୍କୁ ଏକ ଆକ୍ସନ ମୁଭିରେ ଦେଖିବାକୁ ମିଳିବ । ଏବେ ରିଲିଜ ହୋଇଛି ଟିଜର । ଇଦ୍ ପୂର୍ବରୁ ଏପ୍ରିଲ-୩ ରିଲିଜ ହେବ ଫିଲ୍ମ ।ଟିଜରରେ କ୍ୟାଟ୍ରିନା କୈଫ ଆକ୍ସନ ଲୁକରେ ନଜର ଆସୁଛନ୍ତି । ସେହିଭଲି ସଲ୍ଲମୁ ମିଆଁ ପୂର୍ବଭଳି ଆଙ୍ଗ୍ରି ଓ ଆକ୍ସନ ଲୁକରେ ନଜର ଆସିଛନ୍ତି । ଫିଲ୍ମ ଦର୍ଶକଙ୍କୁ ନିଶ୍ଚିତ ପସନ୍ଦ ଆସିବ ପୂରା ଟିମ୍ ଆଶା ରଖିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣାରେ ହେଲପଲାଇନ ନଂ ଜାରି- ୦୧୧-୨୪୬୧୦୮୪୩,୯୬୫୦୩୯୧୮୫୯

ଅହମ୍ମଦାବାଦ : ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ଲେନକ୍ରାସ ପରେ ଆକାଶ ଧୂଆଁମୟ । ଟେକଅଫ ସମୟରେ କ୍ରାସ...

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦ : ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ । ଏକ୍ସରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି । ଏହା ଆମ...

ADVERTISEMENT
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ

ଅହମ୍ମଦାବାଦ : ୨ଟି ବଡ କୋଠାରେ ପିଟି ହୋଇଛି ଦୁର୍ଘଟଣାଗ୍ରସ୍ତ ବିମାନ । ଅହମ୍ମଦାବାଦ ମେଘାନୀ ନଗରରେ ୨ଟି ବିଲ୍ଡିଂରେ ପିଟି ହେଲା । ପ୍ରଥମେ ଜୁନିୟର...

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା

ଅହମ୍ମଦାବାଦ : ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା । ୧୧୦ ଯାତ୍ରୀଙ୍କ ମୃତ୍ୟୁ ନେଇ ଜାତୀୟ ଗଣମାଧ୍ୟମର ସୂଚନା । ବିମାନଟି...

Login