The Ultimate Managed Hosting Platform
ADVERTISEMENT

ପଦ୍ମପୁର ଜିଲ୍ଲା ଗଠନ ଦାବିରେ ୧୨ ଘଣ୍ଟିଆ ବିଜେପୁର ବନ୍ଦ

Facebook
Twitter
LinkedIn

ପଦ୍ମପୁର : ୧୨ ଘଣ୍ଟିଆ ବିଜେପୁର ବନ୍ଦ । ପଦ୍ମପୁର ଜିଲ୍ଲା ଗଠନ ଦାବିରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ବରଗଡ଼ ଜିଲ୍ଲା ବିଜେପୁର ଅଞ୍ଚଳ ନାଗରିକ କମିଟି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ବନ୍ଦ ପାଳନ କରାଯାଉଛି ।ପ୍ରଭାବରେ ବିଜେପୁରରେ ସମସ୍ତ ଦୋକାନ ବଜାର ବନ୍ଦ । ଏହାସହ ସରକାରୀ ଓ ବେସରକାରୀ କାର୍ୟ୍ୟାଳୟ ବି ବନ୍ଦ ରହିଛି । ରାସ୍ତାରେ ଟାୟାର ଜାଳି ଆନ୍ଦୋଳନ କରିଛନ୍ତି କର୍ମୀ । ଫଳରେ ବିଭିନ୍ନ ଅସୁବିଧା ଭୋଗୁଛନ୍ତି ଲୋକ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମେ’ ୧୦ ରେ ଝାରସୁଗୁଡା ଉପନିର୍ବାଚନ

ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର

ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...

Login