The Ultimate Managed Hosting Platform
ADVERTISEMENT

ପଡ଼ିବ ହାତଗଣ୍ଠି !

Facebook
Twitter
LinkedIn

ମୁମ୍ଵାଇ ୧୨।୧୦:ବଲିଉଡର ହ୍ୟାଣ୍ଡସମ୍‌ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀଙ୍କ ସମ୍ପର୍କ ବିଷୟରେ ଅନେକ ଖବର ଚର୍ଚ୍ଚାକୁ ଆସିଛି।ବଲିଉଡ ସେଲିବ୍ରେଟମାନଙ୍କ ପର୍ସନାଲ୍‌ ଲାଇଫ୍‌ ବିଷୟରେ ଜାଣିବାକୁ ଫ୍ୟାନ୍ସ ଖୁବ୍‌ ଉତ୍ସାହିତ ଥାଆନ୍ତି । ଯଦି ଜଣେ ସେଲିବ୍ରିଟିଙ୍କ ରିଲେଶନ୍‌ସିପ୍‌ଙ୍କ ବିଷୟରେ କଥା ଆସେ। ତାହାଲେ ସେମାନଙ୍କ ଆଗ୍ରହ ଆହୁରି ବଢିଯାଏ।ଫିଲ୍ମ ‘ଶେରଶାହ’ରେ ଉଭୟଙ୍କ କେମେଷ୍ଟ୍ରି ଦର୍ଶକଙ୍କ ହୃଦୟ ଜିତିଥିଲା ​। କୁହାଯାଏ ଯେ ଏହି ଚଳଚ୍ଚିତ୍ରରୁ ଉଭୟ ପରସ୍ପରର ନିକଟତର ହୋଇଥିଲେ। ଏବେ ସେମାନଙ୍କ ବିବାହକୁ ନେଇ ଖବର ସାମ୍ନାକୁ ଆସୁଛି।

ଏକ ରିପୋର୍ଟ ଅନୁଯାୟୀ, କୁହାଯାଉଛି କି ଏହି କପଲ୍‌ ଏପ୍ରିଲରେ ବିବାହ କରିପାରନ୍ତି। ପ୍ରଥମେ ଉଭୟ ନିଜ ବିବାହକୁ ରେଜିଷ୍ଟ୍ରି କରିବେ ଏବଂ ଏହା ପରେ ଏହା ବଡ ତଥା ଗ୍ରାଣ୍ଡ ଭାବରେ ସେଲିବ୍ରେସନ କରାଯିବ। ଏହି ବିବାହ ତାଲିକା ଛୋଟରୁ ବଡ ସେଲେବ୍‌ମାନଙ୍କ ନାମ ଅଛି। ଖବର ଅନୁଯାୟୀ, ଉଭୟ ଦିଲ୍ଲୀରେ ବିବାହ କରିବେ ଏବଂ କକଟେଲ ପାର୍ଟି ଠାରୁ ରିସେପ୍ସନ୍ ପର୍ଯ୍ୟନ୍ତ ସମସ୍ତ ପ୍ରସ୍ତୁତି ଶେଷ ହୋଇସାରିଛି।

କହିବାକୁଗଲେ କିଛି ଦିନ ପୂର୍ବରୁ ସିଦ୍ଧାର୍ଥ ଏବଂ କିଆରାଙ୍କ ବ୍ରେକଅପ୍ ଖବର ସାମ୍ନାକୁ ଆସିଥିଲା। କୁହାଯାଉଥିଲା କି ସେମାନଙ୍କ ସମ୍ପର୍କ ଖରାପ ହୋଇଯାଇଛି। ହେଲେ ଏକ ଇଭେଣ୍ଟରେ ସିଦ୍ଧାର୍ଥ ଏବଂ କିଆରାଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଜଣାପଡୁଥିଲା କି ଉଭୟଙ୍କ ମଧ୍ୟରେ ସବୁ ଠିକ୍ ଅଛି । ଏଥି ସହିତ, ସେମାନଙ୍କ ବିବାହର ଖବର ସାମ୍ନାକୁ ଆସିଛି। କିନ୍ତୁ ଦୁହେଁ ଏହାକୁ ନିଶ୍ଚିତ କରି ନାହାନ୍ତି। ତେବେ ବିବାହ ଖବରରେ କେତେ ସତ୍ୟତା ଅଛି । ତାହା ନିଶ୍ଚିତ ଭାବରେ କିଛି କୁହାଯାଇପାରିବ ନାହିଁ। କିନ୍ତୁ ପ୍ରଶଂସକମାନେ ଏହି ଖବରକୁ ନେଇ ବହୁତ ଖୁସି ଅଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login