The Ultimate Managed Hosting Platform
ADVERTISEMENT

ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ଘଟଣା : ପୁରୁଷ ବନ୍ଧୁଙ୍କ ନାମରେ ସଙ୍ଗୀନ ଦଫା

Facebook
Twitter
LinkedIn

ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ କାଠିଆପଡ଼ାରେ ଛାତ୍ରୀ ମୃତ୍ୟୁ ଘଟଣାରେ ପୁରୁଷ ବନ୍ଧୁଙ୍କ ନାଁରେ ସଙ୍ଗୀନ ଦଫା । ପୀଡ଼ିତାଙ୍କ ବାପାଙ୍କ ଏତଲା ଆଧାରରେ ମାମଲା ରୁଜୁ କଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ପୋଲିସ । ୪ ଦିନ ପରେ ଏତଲା ଦେଇଛନ୍ତି ପରିବାରଲୋକ । ମୃତ ଛାତ୍ରୀଙ୍କ ବାପା ଓ ବଡ଼ଭାଇ ପ୍ରମୋଦ ବେହେରା ନାମକ ଯୁବକଙ୍କ ନାଁରେ ଏତଲା ଦିଆଯାଇଛି ।ପ୍ରମୋଦ ବେହେରାଙ୍କ ବିରୋଧରେ ୨୯୬,୭୫,୭୮,୧୦୮,୬୬ (ଇ), ୬୭ (ଏ) ପରି ସଙ୍ଗୀନ ଦଫା ଲଗାଯାଇଛି । ଝିଅର ଅଶ୍ଳୀଳ ଭିଡିଓ ଭାଇରାଲ କରିବା ସହ ମାନସିକ ନିର୍ୟାତନା ଦେବାରୁ ସେ ଜୀବନ ହାରିଥିବା ଏତଲାରେ ଦର୍ଶାଇଛନ୍ତି ଛାତ୍ରୀଙ୍କ ବାପା । ଏତଲା ଦେବାକୁ ଯାଇଥିବା ବେଳେ ଛାତ୍ରୀଙ୍କ ବାପା ଓ ଭାଇଙ୍କୁ ପଚରାଉଚରା କରିଛି ପୋଲିସ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ଘଟଣା : ପୁରୁଷ ବନ୍ଧୁଙ୍କ ନାମରେ ସଙ୍ଗୀନ ଦଫା

ପଟ୍ଟାମୁଣ୍ଡାଇ ଯୁବତୀ ମୃତ୍ୟୁ : ପୁରୁଷ ବନ୍ଧୁ ଗିରଫ

ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ଯୁବତୀ ମୃତ୍ୟୁ ଘଟଣାରେ ପୁରୁଷ ବନ୍ଧୁ ପ୍ରମୋଦ ବେହେରା ଗିରଫ । ପୁରୁଷ ବନ୍ଧୁ ପ୍ରମୋଦ ବେହେରା ଗିରଫ ନେଇ କେନ୍ଦ୍ରାପଡା ଏସପିଙ୍କ...

Login