ଭୁବନେଶ୍ୱର : ପଟ୍ଟାମୁଣ୍ଡାଇ ଛାତ୍ରୀଙ୍କ ଆତ୍ମାହୁତି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି । ତୁରନ୍ତ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କଲା ବିଜେଡି। ପୋଲିସ ଅପାରଗତାକୁ ଦାୟୀ କରିଛି ଦଳ। ପୋଲିସ ଏଫଆଇଆର ରୁଜୁ କରିଥିଲେ ଛାତ୍ରୀଜଣକ ଏପରି ଚରମ ପଦକ୍ଷେପ ନେଇନଥାନ୍ତେ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରତାପ ଦେବ ।
Views: 20