The Ultimate Managed Hosting Platform
ADVERTISEMENT

ପଞ୍ଜାବର ସ୍ୱର୍ଣ୍ଣ ମନ୍ଦିର ନିକଟରେ ବିସ୍ଫୋରଣ

Facebook
Twitter
LinkedIn

ଅମୃତସର: ପଞ୍ଜାବ ଅମୃତସରରେ ପୁଣି ବିସ୍ଫୋରଣ । ଗତକାଲି ବିଳମ୍ବିତ ରାତିରେ ଗୋଲ୍ଡେନ ଟେମ୍ପୁଲ ନିକଟରେ ବିସ୍ଫୋରଣ ହୋଇଥିବା ବେଳେ କେହି ମୃତାହତ ହୋଇ ନଥିବା ଜଣାପଡ଼ିଛି । ଗତ ୫ଦିନରେ ଏହା ତୃତୀୟ ଘଟଣା । ମାମଲାରେ ସମ୍ପୃକ୍ତି ସନ୍ଦେହରେ ଲୋକାଲ ଟେରର ନେଟଓ୍ବାର୍କ ସହ ଜଡ଼ିତ ୫ଜଣଙ୍କୁ ଗିରଫ କରିଛି ପୋଲିସ । ପଞ୍ଜାବରେ ଶାନ୍ତି ଭଙ୍ଗ କରିବା ଓ ଆତଙ୍କ ଖେଳାଇବା ଉଦ୍ଦେଶ୍ୟରେ ବିସ୍ଫୋରଣ କରାଯାଇଥିବା ପୋଲିସ କହିଛି। ବିସ୍ଫୋରଣ ଖବର ପାଇ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲା। ଏନଆଇଏ ଟିମ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login