The Ultimate Managed Hosting Platform
ADVERTISEMENT

ପଞ୍ଚ ଭୂତରେ ଲୀନ ହେଲେ ମନମୋହନ

Facebook
Twitter
LinkedIn

ନୂଆଦିଲ୍ଲୀ : ଗାର୍ଡ ଅଫ୍ ଅନର ଦିଆଯିବା ପରେ ନିଗମବୋଧ ଘାଟରେ ପଞ୍ଚଭୂତରେ ଲୀନ ହେଲା ମନମୋହନଙ୍କ ପାର୍ଥିବଶରୀର । ଶିଖ୍ ରୀତିନୀତି ଅନୁସାରେ ହୋଇଛି ମନମୋହନଙ୍କ ଶେଷକୃତ୍ୟ। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପାର୍ଥିବଶରୀର ଆର୍ମି ମେମୋରିଆଲ ଗାଡିରେ ନିଗମବୋଧ ଘାଟକୁ ନିଆଯାଇଥିଲା । ଆର୍ମି ଗାଡିରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଉପସ୍ଥିତ ଥିଲେ । ଏହାସହ ମନମୋହନ ସିଂଙ୍କ ପରିବାର ଲୋକ ବି ଥିଲେ । ପରିବାର ଓ ପ୍ରଶଂସକଙ୍କ ଉପସ୍ଥିତିରେ ମନମୋହନଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login