The Ultimate Managed Hosting Platform
ADVERTISEMENT

ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

Facebook
Twitter
LinkedIn

ନ୍ୟୁଜିଲ୍ୟାଣ୍ଡ: ନ୍ୟୁଜିଲ୍ୟାଣ୍ଡରେ ଜୋରଦାର ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଛି ୭.୨ । ସକାଳ ୬ଟା ୧୧ ମିନିଟରେ ଭୂକମ୍ପ ଅନୁଭୂତ ହୋଇଛି । କେର୍ମାଡ଼େକ ଆଇଲ୍ୟାଣ୍ଡ ନିକଟରେ ଭୂକମ୍ପ ଅନୁଭୂତ ହୋଇଛି । ଭକମ୍ପ ପରେ ସୁନାମୀ ଆଲର୍ଟ ଦେଇଛି ଆମେରିକା ସୁନାମୀ ଓ୍ଵାର୍ଣ୍ଣି ସିଷ୍ଟମ । ଭୂକମ୍ପରେ ଏପର୍ୟ୍ୟନ୍ତ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ । ଗତମାସରେ ମଧ୍ୟ ଜୋରଦାର ଭୂକମ୍ପ ଝଟକାରେ ଥରିଥିଲା ନ୍ୟୁଜିଲ୍ୟାଣ୍ଡ । ରେକ୍ଟର ସ୍କେଲରେ ୭.୧ରେ ଭୂକମ୍ପ ଅନୁଭୂତ ହୋଇଥିଲା।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login